Apr 10 ଶ୍ରୀଲଙ୍କା ପରେ ନେପାଳ ପାଳି: ବିଦେଶୀ ମୁଦ୍ରା ସଂକଟକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ନିଲମ୍ବିତ କଲେ ଦେଉବା ସରକାର April 10, 2022 | 9:29 PM00
Apr 10 ଆଜି ରାଜ୍ୟର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ,୪୨.୩ ଡିଗ୍ରୀ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର April 10, 2022 | 9:16 PM00
Apr 10 ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତର କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡିବା ଘଟଣା: ତଦନ୍ତ ଶେଷ, ଏକାଧିକ ବାୟୁସେନା ଅଧିକାରୀ ଦାୟୀ: ଭାଇସ୍ ଏୟାର ମାର୍ସାଲ୍ ଆର.କେ ସିହ୍ନା April 10, 2022 | 8:49 PM00
Apr 10 ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲରେ ଦ୍ୱିପାକ୍ଷିକ ଆଲୋଚନା April 10, 2022 | 8:33 PM00
Apr 10 ନକ୍ସଲଙ୍କ ବର୍ବରକାଣ୍ଡ: ଥାନା ସମ୍ମୁଖରେ ପୁଲିସ ଏସଆଇକୁ ଧାରୁଆ ଅସ୍ତ୍ରରେ ହତ୍ୟା April 10, 2022 | 8:22 PM00
Apr 10 ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ 17ଜଣ ମନ୍ତ୍ରୀଙ୍କ ସମେତ ଶପଥ ନେବେ 25 ଜଣ ମନ୍ତ୍ରୀ April 10, 2022 | 8:13 PM00
Apr 10 ଗାଈକୁ ବଞ୍ଚାଇବାକୁ ଯାଇ ରାସ୍ତା ଉପରେ ଓଲଟିଲା ବସ୍: ଗାଈ ମୃତ, 7 ଯାତ୍ରୀ ଗୁରୁତର April 10, 2022 | 7:58 PM00
Apr 10 ବର୍ଦ୍ଧିତ ତେଲ ଦରକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀକୁ ବିମାନ ଭିତରେ ଘେରିଲେ ଜଣେ କଂଗ୍ରେସ ନେତ୍ରୀ: ଭିଡ଼ିଓ ଭାଇରାଲ April 10, 2022 | 7:46 PM00
Apr 10 ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲା ସୁଖତବା ନଦୀ ଉପରେ ଅଘଟଣ: ଭୁସୁଡ଼ିଲା ବ୍ରିଟିଶ ଅମଳର ପୋଲ April 10, 2022 | 7:17 PM00
Apr 10 ୨୪ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଏପ୍ରିଲ ୧୧ରେ ନୂଆ ମନ୍ତ୍ରୀ ପରିଷଦର ହେବ ଗଠନ April 10, 2022 | 7:06 PM00
Apr 10 ଦିଲ୍ଲୀରେ ପ୍ରସବ ପରେ ପ୍ରାଣ ହରାଉଥିବା ମହିଳାଙ୍କ ସଂଖ୍ୟାକୁ ନେଇ ଆଇଟିଆଇର ସାଙ୍ଘାତିକ ତଥ୍ୟ: ପ୍ରତି ମାସରେ ହାରାହାରି ୧୬ ଜଣ ମହିଳାଙ୍କ ମୃତ୍ୟୁ April 10, 2022 | 6:56 PM00
Apr 10 କିଭ ରାଜରାସ୍ତାରେ ବୁଲିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ନାଗରିକଙ୍କୁ ଭେଟିବା ସହ ସେମାନଙ୍କ ସାଙ୍ଗେ କଲେ କଥାବାର୍ତ୍ତା April 10, 2022 | 6:20 PM00
Apr 10 ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍: ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ କଲେ ଦର୍ଶନ April 10, 2022 | 12:28 PM00
Apr 10 କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗାଁରେ ସଶସ୍ତ୍ର ଡକାୟତ ଓ ଗ୍ରାମବାସୀ ମୁହାଁମୁହିଁ: ୪ ଜଣ ଆହତ, ୨ ଡକାୟତ ଅଟକ April 10, 2022 | 12:21 PM00
Apr 10 ଆଜି ପବିତ୍ର ଶ୍ରୀରାମ ନବମୀ; ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଜନ୍ମ April 10, 2022 | 11:43 AM00