Jul 16 ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ଏନ୍ଏଚ୍ଆର୍ସିର ଚୂଡ଼ାନ୍ତ ରିପୋର୍ଟ- “ରାଜ୍ୟରେ ଆଇନର ଶାସନ ନୁହେଁ ଶାସକର ଆଇନ ଚାଲିଛି”, ମମତା ଖପ୍ପା July 16, 2021 | 9:35 AM00
Jul 16 ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟସଆପ୍ July 16, 2021 | 9:06 AM00
Jul 16 ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ଶୁଭେନ୍ଦୁ ଅଧିକାରୀଙ୍କ ପିତାଙ୍କ ସମେତ ୩ ସାଂସଦଙ୍କୁ ଲୋକସଭା ସଚିବାଳୟର ନୋଟିସ୍ July 16, 2021 | 8:24 AM00
Jul 16 ମହା ବିକାଶ ଅଘାଡି ସରକାରର ରିମୋଟ କଣ୍ଟ୍ରୋଲ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପାଖରେ ରହିଛି : ନାନା ପାଟୋଲେ July 16, 2021 | 8:24 AM00
Jul 15 “ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ବି ହର୍ଷବର୍ଦ୍ଧନଙ୍କ ରାସ୍ତା ଆପଣେଇଛନ୍ତି” : ପି ଚିଦାମ୍ବରମ୍ July 15, 2021 | 5:19 PM00
Jul 15 ରାଜ୍ୟରେ ଅଗଷ୍ଟ ୧ ଯାଏଁ ବଢିଲା ଆଂଶିକ ଲକଡାଉନ୍ ଅବଧି: ସ୍କୁଲ କଲେଜ ବନ୍ଦ, କାଲିଠୁ ଗଡିବ ବସ୍ ଖୋଲିବ ସ୍ପା, ସେଲୁନ୍ , ଜିମ୍ July 15, 2021 | 4:47 PM00
Jul 15 କଂଗ୍ରେସ ହାଇକମାଣ୍ଡଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକ ମଧ୍ୟରେ ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ : ରିପୋର୍ଟ July 15, 2021 | 4:46 PM00
Jul 15 ହରିଆଣାର ବିଜେପି ନେତାଙ୍କ କାରକୁ ଆକ୍ରମଣ କରିବା ଅଭିଯୋଗରେ ୧୦୦ ଚାଷୀଙ୍କ ବିରୋଧରେ ରୁଜୁ ହେଲା ଦେଶଦ୍ରୋହ ମାମଲା July 15, 2021 | 4:45 PM00
Jul 15 “ସ୍ୱାଧୀନତାର ୭୫ ବର୍ଷ ପରେ ବ୍ରିଟିଶଙ୍କ ଦ୍ବାରା ସ୍ୱାଧୀନତା ଆନ୍ଦୋଳନକୁ ଦମନ ପାଇଁ ବ୍ୟବହାର ହୋଇଥିବା ଦେଶଦ୍ରୋହ ଆଇନର ଆବଶ୍ୟକତା ଅଛି କି ? ” : CJI ରାମନା July 15, 2021 | 1:44 PM00
Jul 15 ସୁପ୍ରିମକୋର୍ଟ ଛାଟ ପରେ ଆଇଟି ଆକ୍ଟର ଧାରା ୬୬-ଏରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର July 15, 2021 | 12:10 PM00
Jul 15 ଜୁଲାଇ ରୁ ଡିସେମ୍ବର ୨୦୨୦ ମଧ୍ୟରେ ଭାରତ ସରକାର ଟ୍ୱିଟର ଆକାଉଣ୍ଟ ବାବଦରେ ସର୍ବାଧିକ ସୂଚନା ମାଗିଛନ୍ତି: ଟ୍ୱିଟର July 15, 2021 | 11:34 AM00
Jul 15 ‘ଦିଶା’ ଅଧ୍ୟକ୍ଷ ପଦରୁ ହଟିଲେ ସୋନିଆ ଗାନ୍ଧୀ, ଆମେଠୀ ସାସଂଦ ସ୍ମୃତି ଇରାନୀ କରାଗଲା ନୂଆ ଚେୟାରମ୍ୟାନ July 15, 2021 | 10:12 AM00
Jul 15 ଏୟାର ଇଣ୍ଡିଆ ଲୋଗୋ ମହାରାଜା ଏବଂ ମନ୍ତ୍ରୀ ସିନ୍ଧିଆ ବି ମହାରାଜା , ଏବେ ଦୋନୋ ବିକାଉ ହୈ – ବାଘେଲ୍ July 15, 2021 | 9:04 AM00
Jul 15 ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ କୌଣସି ଆଲୋଚନା ହୋଇ ନାହିଁ: ନବାବ ମଲିକ July 15, 2021 | 7:54 AM00
Jul 14 ନନ୍ଦିଗ୍ରାମ ଫଳାଫଳ ମାମଲାରେ ଶୁଭେନ୍ଦୁ ଅଧିକାରୀଙ୍କୁ ହାଇକୋର୍ଟଙ୍କ ନୋଟିସ , ଇଭିଏମ ଓ ସମସ୍ତ ଦସ୍ତାବିଜ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ July 14, 2021 | 5:54 PM00