Apr 24 ହନୁମାନ ଚାଳିସାକୁ ନେଇ ମହାଭାରତ; ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ବାନ୍ଦ୍ରା କୋର୍ଟ April 24, 2022 | 2:41 PM00
Apr 24 ମହାରାଷ୍ଟ୍ରରେ ଯଦି ବିଜେପି ନେତାଙ୍କ ଉପରେ ପୁନର୍ବାର ଆକ୍ରମଣ ହୁଏ; ତାହାଲେ ଆମର କର୍ମୀମାନେ ମଧ୍ୟ ଚୁପ ରହିବେ ନାହିଁ: ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ April 24, 2022 | 2:31 PM00
Apr 24 ହନୁମାନ ଚାଳିସା ବିବାଦ; ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା April 24, 2022 | 1:38 PM00
Apr 24 ବିଜେପି ଯେକୌଣସି ସମୟରେ ଜେଲରେ ଆଜମ ଖାନଙ୍କୁ ହତ୍ୟା କରାଇପାରେ: ରବିଦାସ ମେହରୋତ୍ରା April 24, 2022 | 1:23 PM00
Apr 24 ଜାମ୍ମୁ-କାଶ୍ମୀରରେ ୨୦ ହଜାର କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ April 24, 2022 | 1:04 PM00
Apr 24 ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଦୁଇ କୋଟିର ଏକ ପେଣ୍ଟିଂ କିଣିବାକୁ ମୋତେ ବାଧ୍ୟ କରାଯାଇଥିଲା; ଆଉ ଏହି ଟଙ୍କାରେ ସୋନିଆ ଗାନ୍ଧୀଙ୍କ ଚିକିତ୍ସା ହୋଇଥିଲା: ରାଣା କପୁର April 24, 2022 | 12:49 PM00
Apr 24 ସ୍ୱାଧୀନ ଭାରତରେ ଧର୍ମ ଆଧାରରେ ଏକ ଦେଶ ଗଠନ କରାଯାଇଛି; ସେମାନେ ସେଠାକୁ ଯିବା ଉଚିତ: ପ୍ରଜ୍ଞା ସିଂହ ଠାକୁର April 24, 2022 | 12:23 PM00
Apr 24 ଇଫତାର ପାର୍ଟି ବିବାଦ; ସମାଲୋଚନା ପରେ ଇଫତାର ପାର୍ଟି ସହ ଜଡ଼ିତ ଟୁଇଟକୁ ହଟାଇଲା ଭାରତୀୟ ସେନା April 24, 2022 | 12:02 PM00
Apr 24 ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସରକାର ଜାଣିଶୁଣି ଲାଉଡସ୍ପିକର ରାଜନୀତି କରୁଛନ୍ତି: ସଞ୍ଜୟ ରାଉତ April 24, 2022 | 11:17 AM00
Apr 22 ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢିବେ ବିଧାୟକ ରବି ରାଣା ଓ ତାଙ୍କ ସାଂସଦ ପତ୍ନୀ ନବନୀତ ରାଣା April 22, 2022 | 6:38 PM00
Apr 22 ଏପ୍ରିଲ ୩୦ରେ ଦିଲ୍ଲୀରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମିଳନୀରେ ଯୋଗ ଦେବେ ମମତା ବାନାର୍ଜୀ April 22, 2022 | 6:28 PM00
Apr 22 ବିଶୃଙ୍ଖଳା ମଧ୍ୟରେ ନିଜକୁ ଶକ୍ତିଶାଳୀ କରିବା ବ୍ୟତୀତ ଭାରତ ପାଖରେ କୌଣସି ବିକଳ୍ପ ନାହିଁ: ରାଜନାଥ ସିଂ April 22, 2022 | 6:11 PM00