ପାଠ ପଢ଼ିବାକୁ ସ୍କୁଲ ନାହିଁ , ଯିବାକୁ ବାଟ ବି ନାହିଁ ଘଞ୍ଚ ଜଙ୍ଗଲ ଦେଇ ୮ କିମି ଯାଉଛନ୍ତି ପିଲା
ଆଦିବାସୀଙ୍କ ନାଁ ନେଇ ନିର୍ବାଚନ ହେଉଛି, ନେତା, ମନ୍ତ୍ରୀ ଓ ଜନପ୍ରତିନିଧିମାନେ ମଧ୍ୟ ଆଦିବାସୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି େଦଇ ନିର୍ବାଚିତ ମଧ୍ୟ ହେଉଛନ୍ତି। ହେଲେ ଥରେ ଆସନ ହାସଲ କରି ସାରିବା ପରେ ସବୁ କିଛି ଭୁଲି ଯାଆନ୍ତି। ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟି ଯାଏ।
