ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ, ସଭାପତି ହେଲେ ମହେଶ ସାହୁ
ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ) : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି ସେଲକୁ ନୂତନ ଭାବେ ପ…
ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ) : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି ସେଲକୁ ନୂତନ ଭାବେ ପ…
ପାରାଦୀପ ପୋର୍ଟରୁ ଲୁହାପଥର ନେଇ ଚୀନ୍ ଯାଉଥିବା ଜାହାଜ ମଝି ସମୁଦ୍ରରେ ବୁଡ଼ିଯିବା ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ୭୨ ହଜାର ମେଟ୍ରିକ ଟନ୍ ଲୁହାପଥର ସହ ୨୪ଜଣ କ୍ର୍ୟୁ ମେମ୍ବରଙ୍କୁ ନେଇ ଜାହାଜ MV Ocean Winner ପାରାଦୀପରୁ ବାହାରିଥିଲା।
ଭାରତ-ଚୀନ୍ ମଧ୍ୟରେ ସୀମା ଲାଗି ରହିଥିବାବେଳେ ଏ ନେଇ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି । ସୀମା ବିବାଦର ସମାଧାନ ପାଇଁ ସୋମବାର ଚୀନ୍ ଗସ୍ତ କରିବେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ । ବେଜିଂରେ ଚୀନ୍ର ବିଦେଶ ମନ୍ତ୍ରୀ ତଥା ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ୱାଙ୍ଗ୍ ୟିଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ। ଘର ଦ୍ବାରା ପାଣି ପଶିଥିବାବେଳେ ଫୁଲୁଛି ନଦୀ ନାଳ। ଏପରିକି ଦୁର୍ଗମ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ନେଇ ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଡ଼ଙ୍ଗରଭେଜା ମଝିରେ ଥିବା ବାଙ୍ଗିରି ପୋଲ ଉପରେ ତିନି ଫୁଟ ର ପାଣି ପ୍ରବାହିତ ହେଉଛି ।
ରାୟଗଡା ବନଖଣ୍ଡ ଅଧିକାରୀ ସଚ୍ଚିନ ଆନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ନେତୃତ୍ବରେ ବନ କର୍ମଚାରୀମାନେ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ସୂଚନା ପାଇ କିଛି ଘରେ ଚଢଉ କରିଥିଲେ। ଏହି ଚଢଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟୀ ଓ ବିବେକ ରାଓ କାଲାଗାରାଙ୍କ ଘରେ ଚଢଉ କରଯାଇଥିଲା।
କୋଟିଆ ଅଞ୍ଚଳରେ ଗୁଣାତ୍ମକ ଓ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତି ଶୁକ୍ରବାର ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଯାଉଛନ୍ତି।
ପୁଣି ଖାକିରେ ଲାଗିଛି ଦାଗ। ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ କ୍ଲିପ୍ ଭାଇରଲ୍ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଥିବା ଗଞ୍ଜେଇ ଗାଡ଼ି, ଟଙ୍କା କାରବାର ଏବଂ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଭାଇରଲ୍ ଅଡିଓରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।
ହାତରେ ସବୁଜ ଓ ଲାଲ ପତାକା। ଯିଏ ଦେଖିଲେ ବି ଭାବିବ ରେଳ କର୍ମଚାରୀ। ହେଲେ ନକଲି ରେଳ କର୍ମଚାରୀ ସାଜି ଯାତ୍ରୀଙ୍କଠାରୁ ମୋବାଇଲ ଲୁଟ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ନକଲି ରେଳ କର୍ମଚାରୀଙ୍କୁ ଗିରଫ କରିଛି ସମ୍ବଲପୁର ଜିଆରପି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ତୋରା ଗ୍ରାମର ଦିନେଶ ନାଗ l ଅଭିଯୁକ୍ତ ଦିନେଶ ରେଳ ବିଭାଗର ନକଲି ପରିଚୟ ପତ୍ର, ୟୁନିଫର୍ମ ଓ ଲାଲ-ସବୁଜ ପତାକା ବ୍ୟବହାର କରି ଯାତ୍ରୀଙ୍କୁ ଭ୍ରମିତ କରି ମୋବାଇଲ ଲୁଟୁଥିଲା l
ମୁମ୍ବାଇ,(ସତ୍ୟପାଠବ୍ୟୁରୋ): ଗଣେଶ ପୂଜା ପୂର୍ବରୁ ବଡ଼ ଅଘଟଣ ଘଟିଛି। ଗଜାନନଙ୍କ ପ୍ରତିମା ଖସି ଚାଲି…
ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ପ୍ରଥମ ଥର ପାଇଁ ଶତ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକେ-୨୦୩ ରାଇଫଲର ସଫଳ ପରୀକ୍ଷଣ ହୋଇଛି । ଉତ୍ତର ପ୍ରଦେଶ ଆମେଥି କୋରୱା କାରଖାନାରେ ଏକେ-୨୦୩ ରାଇଫଲର ସଫଳ ପରୀକ୍ଷଣ କରାଯାଇଛି ।
ରାଉରକେଲା(ସତ୍ୟପାଠବ୍ୟୁରୋ): ରାଉରକେଲା ପାନପୋଷ ସର୍କିଟ୍ ହାଉସ୍ରୁ ୪ଟି ବନ୍ଧୁକ ଓ ଗୁଳି ଜବତ ଘଟଣ…
ବିଶାଖାପାଟଣା,(ସତ୍ୟପାଠବ୍ୟୁରୋ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ଯୁ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍ ମଧ୍ୟରେ ସମ୍ପର୍କ ଗଭୀର ହ…
ମୁମ୍ବାଇ(ସତ୍ୟପାଠବ୍ୟୁରୋ) : ଓଲା, ଉବର ଏବଂ ରାପିଡୋ ଭଳି ରାଇଡ୍ ଆପ୍ ବ୍ୟବହାର କରୁଥିବା ଯାତ୍ରୀ ଏବ…
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିଛି । ଏହ…
ବିଜେପିର ନୂଆ ଜାତୀୟ ଟିମ୍ ଘୋଷଣା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜେନ୍-ଜିଙ୍କ ସହ ଯୋଡ଼ିହେବା, ସୋସିଆଲ ମିଡିଆରେ ଆହୁରି ସକ୍ରିୟ ହେବା ଓ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ପଦାଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଜରଙ୍ଗଲୋଇଠାରେ ଥିବା ଦେଓକରଣପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ୪ ଜଣ ଛାତ୍ର ନିସ୍ତୁକ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ପରିବାର ଲୋକଙ୍କୁ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ସୂଚନା ନଦେବା ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇ ନଥିବା
ଲଘୁଚାପ ଜନିତ ବର୍ଷାରେ ବେହାଲ ସାରା ରାଜ୍ୟ। ଲଗାଣ ବର୍ଷା ନେଇ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବର୍ଷା ଛାଡ଼ିଛି, ହେଲେ ଦୁର୍ଦ୍ଦଶା ବଢ଼ିଛି। କାହାର କାନ୍ଥ ଭୁଶୁଡ଼ି ପଡ଼ିଛି ତ କିଏ ଦରଭଙ୍ଗା ଘରେ ଜୀବନ ବିତାଉଛନ୍ତି।