ସରିଲା ପହଣ୍ଡି ବିଜେ, ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି
ସରିଲା ପହଣ୍ଡି ବିଜେ। ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ସରିଲା ପହଣ୍ଡି ବିଜେ। ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ଆସିପାରେ ଡିଲିମିଟେସନ୍ ବିଲ୍ । ଏହି ବିଲ୍କୁ ଉଦ୍ଧବ- ଶିବସେନା ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଛି।
ଅନୁପ୍ରବେଶକାରୀଙ୍କୁ ଆତଙ୍କବାଦୀ ପାଣ୍ଠି ଯୋଗାଉଥିବା ନେଇ ସନ୍ଦେହ ବଢ଼ିଛି। ଦେଶରୁ ରୋହିଙ୍ଗ୍ୟା ଓ ବାଂଲାଦେଶୀ ନାଗରିକଙ୍କ ବେଆଇନ୍ ଅନୁପ୍ରବେଶ କରାଇବା ଏବଂ ସେମାନଙ୍କୁ ଆତଙ୍କବାଦୀ ପାଣ୍ଠି ଯୋଗାଉଥିବା ଏକ ସଂଗଠିତ ସିଣ୍ଡିକେଟ୍ ବିରୋଧରେ ପବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇରାନ ଉପରେ ଆମେରିକା ଘନ ଘନ ଆକ୍ରମଣ କରୁଛି। ବୁଧବାର ମଧ୍ୟରାତ୍ରରୁ ଆରମ୍ଭ କରି ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ଆକ୍ରମଣ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଜବାବରେ ଗୁରୁବାର ସକାଳେ ବାହାରିନ ଏବଂ କୁଏତରେ ଥିବା ସାମରିକ ଘାଟି ଉପରେ ଇରାନ ବଡ଼ ଧରଣର ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ମଧ୍ୟପ୍ରାଚ୍ୟର ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
ରିଅଲ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାର ଏବେ ଅଡ଼ୁଆ। ଝିଅର କଳା କାରନାମା ପାଇଁ ଏବେ ଅସୁବିଧା ପଡ଼ିଛନ୍ତି ପରିବାର ଲୋକେ।
କର୍ଣ୍ଣାଟକର ଧାରୱାଡରେ ଜଣେ ଡାକ୍ତରଙ୍କୁ ତାଙ୍କ ଆପାର୍ଟମେଣ୍ଟ ଭିତରେ ହତ୍ୟା କରାଯାଇଛି। ମୃତକ ହେଲେ ଚିରାୟୁ ହସ୍ପିଟାଲର ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର କିରଣ ହୋନାନ୍ନାଭର (୪୫)।
ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜ ଗାତରେ ପଡ଼ିଛି। ବାରମ୍ବାର ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହେଉଛନ୍ତି ଦେଶବାସୀ। ମୁଖ୍ୟତଃ ପୋଲିସକୁ ଟାର୍ଗେଟ କରୁଥିବାବେଳେ ଆତଙ୍କବାଦୀମାନେ କେତେବେଳେ ଆତ୍ମଘାତୀ ବିସ୍ଫୋରଣ କରୁଛନ୍ତି ତ କେତେବେଳେ ସିରିଜ ବିସ୍ଫୋରଣ। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ତେହେରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ସିରିଜ୍ ଆକ୍ରମଣ କରିଛି।
ପଶ୍ଚିମବଙ୍ଗରେ ମମତା ଗଡ଼ ଭୁଶୁଡ଼ିବା ପରେ ଦିଦିଙ୍କ ହାତ ଛାଡ଼ୁଛନ୍ତି ତୁଙ୍ଗ ନେତା। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କାମରହାଟିର ବରିଷ୍ଠ ବିଧାୟକ ମଦନ ମିତ୍ରଙ୍କ ଏବେ ମମତାଙ୍କୁ ଛାଡି ବିଦ୍ରୋହୀ
ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବାବେଳେ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି ଲସ୍କର-ଏ-ତୋଏବା' (ଏଲଇଟି)। ଭାରତ ବିରୋଧରେ ଏକ ବଡ଼ ଓ ବିପଜ୍ଜନକ ଷଡ଼ଯନ୍ତ୍ର ରଚୁଥିବା ଜଣାପଡ଼ିଛି।
ସମାଜ ଯେତେ ଶିକ୍ଷିତ ହେଲେ ବି ଯୌତୁକ ଭଳି ଘୃଣ୍ୟ ପ୍ରଥା ବନ୍ଦ ହେବାର ନାଁ ନେଉ ନାହିଁ। ବଡ ବଡ଼ିଆ ଶିକ୍ଷିତ ପରିବାରଠାରୁ ଆରମ୍ଭ କରି ଗରିବ ଶ୍ରେଣୀ ଲୋକେ ସମସ୍ତେ ଯୌତୁକ ଜନିତ ସମସ୍ୟାରେ ପୀଡ଼ିତ।
ରାୟଗଡ଼ା(ସତ୍ୟପାଠ ବ୍ୟୁରୋ)ଦୁର୍ନୀତି ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନେଇ ସବୁଠି ଭିଜିଲାନ୍ସ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନୀରିକ୍ଷକ।
ପ୍ରେମ ବ୍ୟାପାରକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବେଲପଡ଼ାରେ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରକ୍ତାକ୍ତ ହୋଇଛି ବେଲପଡ଼ା ଅଞ୍ଚଳ। ପ୍ରେମିକାଙ୍କୁ ଛୁରାମାଡ଼ କରିବା ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।
ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଡ଼ିବାରେ ଲାଗିଛି। ପୋଲିସ ଡାଳେ ଡାଳେ ଗଲେ ମାଫିଆମାନେ ପତରେ ପତରେ ଯାଉଥିବା ଦେଖାଯାଇଛି। ପୋଲିସକୁ ଚକମା
ନିଶା କାରବାର ରୋକିବା କ୍ଷେତ୍ରରେ ସମ୍ବଲପୁର ସହରର ଆଇଁଠାପାଲି ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏକ ବୋଲେରୋ ଗାଡ଼ି ସହ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା
ଧନୁପାଲି ଥାନା ଅନ୍ତର୍ଗତ ରାଜା ନଗର ଅଂଚଳରେ କୌଶଳ ଅନସାରୀଙ୍କ ଘରୁ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ର ସଦାରେ ନଦାଫ (୧୯) l
ଇରାନ- ଆମେରିକା ଯୁଦ୍ଧ ନେଇ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ହେଉଥିବାବେଳେ ଅଶାନ୍ତ ହୋଇପଡ଼ିଛି ମଝି ସମୁଦ୍ର । ଓମାନ ଉପକୂଳରେ ଇରାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କର୍ମାକର । ସାଇପ୍ରସ୍ ପତାକା ଥିବା ଏକ ଜାହାଜରେ ସେ ଆସୁଥିବା ବେଳେ ଇରାନ ଏୟାରଷ୍ଟ୍ରାଇକ୍ କରିଥିଲା ।
ଡକାୟତି ଯୋଜନା ପଣ୍ଡ। ପ୍ଲାଣ୍ଟ ସାଇଟ୍ ପୋଲିସ ସୂଚନା ପାଇ ଟ୍ରାଫିକ ଗେଟ ପାଖ ଅନ୍ଧାରିଆ ଜାଗାରେ ୫ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଛି।
ପାରାଦୀପ-ହରିଦାସପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଏହା ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସ ଦକ୍ଷତା