ଚାର୍ଜ ଲାଗିବା ନେଇ ଘୋଷଣା ପରେ କମୁଛନ୍ତି ୟୁପିଆଇ ବ୍ୟବହାରକାରୀ
UPI ପେମେଣ୍ଟରେ ଲାଗିବାକୁ ଥିବା MDR ଚାର୍ଜ ବିରୋଧରେ ଅକ୍ଟୋବର ୨ ତାରିଖରେ ‘No UPI Day’ ପ୍ରତିବାଦ କରାଯାଉଛି। ବ୍ୟବସାୟୀମାନେ କଳା କପଡ଼ାରେ ନିଜର QR ସ୍କାନରକୁ ଢାଙ୍କି ଦେଇଛନ୍ତି। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଚାର୍ଜ ଲାଗିବ।
