୪ ଦିନ ପରେ ଉଦ୍ଧାର ହେଲେ ୨୪୮ଛାତ୍ରଛାତ୍ରୀ
ଦୀର୍ଘ ୪ ଦିନ ପରେ ସ୍କୁଲରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ସ୍କୁଲରେ ଫସିଥିଲେ ୨୪୮ ଜଣ ଛାତ୍ରଛାତ୍ରୀ। ଓଡ୍ରାଫ୍ଟ ଟିମ, ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସ୍ଥାନାନ୍ତର କରିଛି। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
