ଲଗାଣ ବର୍ଷାରେ ଗଛ ପଡ଼ି ଭାଙ୍ଗିଲା ଘର କ୍ଷତିଗ୍ରସ୍ତଙ୍କୁ ପଲିଥିନ ପ୍ରଦାନ କଲେ ତହସିଲଦାର
ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ମାଲକାନଗିରି ଜିଲ୍ଲାରେ ୪ ଦିନ ଧରି ବର୍ଷା ଲାଗି ରହିଥିବାବେଳେ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ତ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ମାଲକାନଗିରି ଜିଲ୍ଲାରେ ୪ ଦିନ ଧରି ବର୍ଷା ଲାଗି ରହିଥିବାବେଳେ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ତ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ଇକରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ବାମୀ। ଯାହା ଫଳରେ ସରକାରୀ ବ୍ୟବସ୍ଥାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ମୃତଦେହ ନେବା ପାଇଁ ଶବବାହକ ଗାଡ଼ି ନ ମିଳିବାରୁ ବାଇକରେ ଗାଁକୁ ନେଇ ଯାଉଥିବା ଦେଖିବାକୁ ମିଳିଛି।
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଅଣସର ପଞ୍ଚମୀରେ ଶ୍ରୀଜିଉଙ୍କୁ ଫୁଲୁରୀ ତେଲ ଲାଗି ପରେ ଠାକୁରଙ୍କୁ ଜ୍ବର ଓ କଷ୍ଟରୁ ମିଳିଛି ଉପଶମ। ଠାକୁରଙ୍କ ଶ୍ରୀଅଙ୍ଗ ଓ ପାଦ ପଦ୍ମରେ ଫୁଲୁରୀ ତେଲ ଘଷିଛନ୍ତି ଦଇତାପତି ସେବାୟତ।
ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଦୀର୍ଘଦିନ ଧରି ଝୁଲି ରହିଥିବା ଜାତୀୟ ଜଳପଥ–୫ ପ୍ରକଳ୍ପକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଓ ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲୁଏଆଇ) ମଧ୍ୟରେ ସମନ୍ୱୟ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।
ସନ୍ଦେହଜନକ ଅବସ୍ଥାରେ ମହିଳା ପୋଲିସଙ୍କ ମୃତଦେହ ଉଦ୍ଧାର କରାଯାଇଛି। କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା ଆଇଆଇସି । ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଯୋଧପୁର ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ଉଦଘାଟନ କରିଛନ୍ତି।
ସାରା ରାଜ୍ୟ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଅନେକ ସ୍ଥାନରେ ସ୍ଥିତି ବେହାଲ ହୋଇଥିବା ଦେଖିବାକୁ ମିଳିଛି। ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଲୋତ୍ରା ଜିଲ୍ଲାସ୍ଥିତ ପଚପଦ୍ରାଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି।
୪ ଦିନ ଧରି ଜିଦରେ ଅଡ଼ି ବସିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଓମସାର ଆଲୋଚନା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି।
ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମ୍ ପାଇଁ ବଢ଼ୁଛି ଅଡ଼ୁଆ। ଦିନକୁ ଦିନ ବିବାଦରେ ଛନ୍ଦି ହୋଇଯାଉଛି ଏହି ଲୋକପ୍ରିୟ ଆପ୍୍। ଟେଲିଗ୍ରାମ୍ ଉପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଆତଙ୍କବାଦ ବିରୋଧରେ 'ଶୂନ୍ୟ ସହନଶୀଳତା ନୀତି' ଅବଲମ୍ବନ କରିଛନ୍ତି ମୋଦୀ ସରକାର। ଏନେଇ ଆତଙ୍କବାଦ ବିରୋଧରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ଶନିବାର ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାରଠାରୁ ସେ ସାମାନ୍ୟ ଜ୍ୱର, ଶରୀର ଯନ୍ତ୍ରଣା ଏବଂ ଥକ୍କା
ଇପିଏଫ ଆକାଉଣ୍ଟରେ ପଡ଼ି ରହିଛି କୋଟି କୋଟି ଟଙ୍କା। ହେଲେ ନେବା ପାଇଁ କେହି ଦାବିଦାର ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ଏହି ଟଙ୍କା ଏବେ ନେବ କିଏ।
ଭକ୍ତମାନେ ଆସ୍ଥା ଓ ବିଶ୍ବାସରେ ମନ୍ଦିରକୁ ଦାନ କରିଥାନ୍ତି। ଭକ୍ତଙ୍କ ଟଙ୍କା ଠାକୁରଙ୍କ ପୁଣ୍ୟ କାମରେ ଲାଗିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି ବିଶ୍ବାସ ରହିଛି। ହେଲେ ଏଠାରେ ଦିଅଁଙ୍କୁ ଖାଇ ଖଟୁଳି ଖାଇବାକୁ ବସିଛନ୍ତି।
ବାଂଲାଦେଶରେ ଏବେ ଚୀନର ଅନୁପ୍ରବେଶ ବଢ଼ୁଥିବାବେଳେ ଏନେଇ ସତର୍କ ହୋଇଛି ଭାରତ। ବାଂଲାଦେଶର ‘ତିସ୍ତା ନଦୀ ପ୍ରକଳ୍ପ’ ଏବଂ ‘ଚୀନ୍-ବାଂଲାଦେଶ-ମ୍ୟାଁମାର ଅର୍ଥନୈତିକ କରିଡରରେ ବେଜିଂର ସହଯୋଗକୁ ନେଇ ନୂଆଦିଲ୍ଲୀ କଡ଼ା ନଜର ରଖିଛି।
ଇରାନ୍ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମିନେଇଙ୍କ ଚାଲିଛି ଶେଷଯାତ୍ରା। ୬ ଦିନିଆ ଅନ୍ତେଷ୍ଟି କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା
ଏଥର ମୌସୁମୀ ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଉପରେ ବିଶେଷ ଗୁରୁତ୍ବ ରହିବ। ଏ ନେଇ ସଂସଦର ଆଗାମୀ ମୌସୁମୀ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି।
ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ। ଶ୍ରୀଜିଉଙ୍କ ଗୁପ୍ତସେବାରେ ଲାଗିଛନ୍ତି ଦଇତାପତି। ଜ୍ବରାକ୍ରାନ୍ତ ଠାକୁରଙ୍କ ଉପଶମ ପାଇଁ ଅଣସର ପଞ୍ଚମୀରେ ଲାଗି ହୁଏ ଫୁଲୁରୀ ତେଲ। ଅଣସର ବା