ଜୁଲାଇ ୧୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ
ଜୁଲାଇ ୧୦ରେ ଦିନିକିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯିବେ ।
ଜୁଲାଇ ୧୦ରେ ଦିନିକିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯିବେ ।
ଖୁସିରେ ଲାଗିଲା ନିଆଁ। ବାହାଘର ପାଇଁ ନାଚ ଗୀତ ଚାଲିଥିଲା। ନାଚି ନାଚି ବରଯାତ୍ରୀ ଯାଉଥିଲେ। ହଠାତ ବରଯାତ୍ରୀଙ୍କ ଉପରେ ପଡ଼ିଲା ବଜ୍ରପାତ ।
ଟିଭିକେ ଅଧ୍ୟକ୍ଷ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। ଏହି ମାମଲାରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଡିଏମକେ ବିଧାୟକ ଅନିତା ଆର ରାଧାକୃଷ୍ଣନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତାମିଲନାଡୁ ପୁଲିସ ତାଙ୍କୁ ଗିରଫ କରିଛି।
ରାଜସ୍ଥାନ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ଶୁକ୍ରବାର ରାଜ୍ୟରେ ବଡ଼ଧରଣର ଚଢ଼ଉ କରି ପାଖାପାଖି ୩୦ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି।
ଦିନ ସାରା ଘରେ ପଡ଼ି ରହିଲା ମୃତଦେହ। ଶବକୁ ଶ୍ମଶାନ ମିଳି ନଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକେ। କେଉଁଠି ଶବ ସତ୍କାର କରିବା
ଆଜିର ଏଆଇ ଯୁଗରେ ବି ରାଜ୍ୟରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଜାତିଆଣ ଭେଦଭାବ ଭଳି ଘୃଣ୍ୟ ପ୍ରଥା। କୌଣସି ପାପ କରି ନଥିଲେ କେବଳ ଅନ୍ୟ ଜାତିରେ ବିବାହ କରିଥିଲେ।
ମହାରାଷ୍ଟ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଭାରତୀୟ ରାଜନୀତିର ବର୍ଷିଆନ୍ ନେତା ଶରଦ ପାୱାରଙ୍କ ଏନ୍ସିପି (ଏସ୍ପି) ଓ କଂଗ୍ରେସ ମଧ୍ୟରେ ମିଶ୍ରଣ ନେଇ ପ୍ରସ୍ତୁତି ଚାଲିଛି ।
ବଲାଙ୍ଗୀର ପରେ ବରଗଡ଼ରେ ଜାତିକୁ ନେଇ ବିବାଦ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି ବର୍ଗର ପାଚିକାଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ବରଗଡ଼ ଝାରବନ୍ଧ ଦେୱାନପାଲି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ପାଚିକାଙ୍କ ପ୍ରତି ଜାତିଗତ ଭେଦଭାବକୁ ନେଇ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଦୁଇ ନେତା
କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମାଦାପଟ୍ଟନା ନିକଟରେ ଥିବା ଏକ ପଥର ଖଣିରେ ବିଶାଳ ପଥର ଖସିପଡ଼ିବାରୁ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
ଭାରତୀୟ ଜାହାଜ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ସୁରକ୍ଷା ପ୍ରଦାନ କରିଛି ଭାରତୀୟ ନୌସେନା। ଜାହାଜଟି ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି।
ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ ହୋଇଛି। ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ କାଲିମେଳା ସଦର ମହକୁମା ଠାରୁ ୩୦ କିମି ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖାଯାଇଛି।
ସୁନାବେଡ଼ା ଅଭୟାରଣ୍ୟ ଓ ଛତିଶଗଡ଼ ଉଦନ୍ତ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବାଘ ଛାଲ କାରବାର କରୁଛନ୍ତି।
ହୋଇପାରୁନି ପିଲାଙ୍କ ରାସନ କାର୍ଡ। ପ୍ରାୟ ବର୍ଷେ ହେବ ପଞ୍ଚାୟତ ଅଫିସରେ ଇ-କେୱାଇସି କିମ୍ବା ରାସନକାର୍ଡରେ ଛୋଟପିଲାଙ୍କ ନାଁ ସଂଯୋଗ ହେଉ ନଥିବା ଅଭିଯୋଗ ହୋଇଛି।
୭୦ ହଜାର ଟଙ୍କା ଡିଲରେ ୭ ଆଦିବାସୀ ଝିଅଙ୍କୁ ବିକ୍ରି। ଗଜପତିର ଝିଅମାନଙ୍କୁ ହାଇଦ୍ରାବାଦ ନେଇ ବିକ୍ରି କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବହୁ ପ୍ରତୀକ୍ଷିତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସାମୟିକ ଭାବେ ବାତିଲ ହୋଇଛି। ଆସନ୍ତା ୩ ତାରିଖ ଦିନ ସେ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ବରଗଡ଼ ଓ ସମ୍ବଲପୁରରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା।
ସ୍ନାନଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜ୍ବରରେ ଫୁଟୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଘନ ଅନ୍ଧକାର ମଧ୍ୟରେ ଗୁପ୍ତ ସେବା ଯୋଗଉଛନ୍ତି ଶ୍ରୀଅଙ୍ଗ ସେବକ ।
ଋଣ ନେଇଥିଲେ ୨ ଲକ୍ଷର, ହେଲେ ୨୦ ବର୍ଷରେ ସୁଧ ହୋଇଛି ୮ ଲକ୍ଷ। ୨୦୦୬ ମସିହାରେ ୨ ଲକ୍ଷ ଲୋନ ଆଣିଥିଲେ, ସେଥିରୁ ଦେଢ଼ ଲକ୍ଷ ସୁଝିବା ପରେ ବି ସୁଧ ୮ ଲକ୍ଷ ଟଙ୍କା ହୋଇଛି।