SMS ଆଲର୍ଟ ଚାର୍ଜ ବନ୍ଦ କଲା RBI, ଫି ବାବଦକୁ ₹300 କୋଟି ହରାଇପାରନ୍ତି ବ୍ୟାଙ୍କ
ଗ୍ରାହକମାନଙ୍କଠାରୁ ଏସ୍ଏମ୍ଏସ୍ ଆଲର୍ଟ ଚାର୍ଜ ଆଦାୟ ନ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ନିୟମପାଳନ, ସଚେତନତା ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା
ଗ୍ରାହକମାନଙ୍କଠାରୁ ଏସ୍ଏମ୍ଏସ୍ ଆଲର୍ଟ ଚାର୍ଜ ଆଦାୟ ନ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ନିୟମପାଳନ, ସଚେତନତା ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଛନ୍ତି।
ଗୁରୁବାର ହୀରାକୁଦରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଦିନ ୧୧ଟାରେ ୪ଟି ଗେଟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ଦାଦନ ଶ୍ରମିକ ଚାଲାଣ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମମନ୍ତ୍ରୀ
ଲଟେରୀ ମାଧ୍ୟମରେ ୧୧୪ ପରିବାରଙ୍କୁ ମିଳିଲା ପକ୍କା ଘର। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ପକ୍ଷରୁ ଆଜି ୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ କରାଯାଇଛି।
ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥା ଲାଗୁ କରାଯାଇଛି।
ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଜଣେ ଛାତ୍ରଙ୍କ ମୃତଦେହ ପରିବାର ଲୋକେ ବାଇକରେ ବୋହି ନେଇଥିବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।
ଦିନକୁ ଦିନ ସାରା ବିଶ୍ବରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି କର୍କଟ ରୋଗ। ଏହି ରୋଗର ନିରାକରଣ ଓ ଚିକିତ୍ସାରେ ଭେଷଜ ବିଜ୍ଞାନ ବି ଫେଲ ମାରିଛି।
କୋଟିଆକୁ ନେଇ ତୁଟୁନି ବିବାଦ। ଓଡ଼ିଶାକୁ ପ୍ରତିଦିନ ଚ୍ୟାଲେଞ୍ଜ୍ ଦେଉଛି ଆନ୍ଧ୍ର। କେବେ ସ୍ବାସ୍ଥ୍ୟ ଶିବିର କରି ଲୋକଙ୍କୁ ନିଜର କରିବାକୁ ଚେଷ୍ଟା କରୁଛି ତ କେତେବେଳେ ଖାଉଟି ସାମଗ୍ରୀ ବଣ୍ଟନ କରି।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଫରେଷ୍ଟ ରେଞ୍ଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଛାପା ମାରିଛି ଭିଜିଲାନ୍ସ।
ବର୍ଷା ଛାଡ଼ିଥିଲେ ବି ଦୁର୍ଦ୍ଦଶା ଛାଡ଼ୁନି। ରାଜ୍ୟର ବିଭିନ୍ନ ନଦୀରେ ବଢ଼ିଛି ଜଳ ସ୍ତର। ଲଘୁଚାପ ପ୍ରଭାବରେ ଗତ ୫ଦିନ ହେବ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ଵୃଦ୍ଧି ପାଉଛି ।
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଚୋରି ମାମଲା ସମ୍ପର୍କରେ ଚମ୍ପତ ରାୟଙ୍କ ଦ୍ୱାରା SIT କୁ ଦିଆଯାଇଥିବା ଗୁପ୍ତ ବୟାନର ଏକ ଅଂଶ ଲିକ ହୋଇଯାଇଛି। ଲିକ୍ ହୋଇଥିବା
ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା।
ରାଜଧାନୀ ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା
ବିନା ଫିଟନେସ୍ରେ ଗାଡ଼ି ଚଳାଉ ଥିଲେ ସାବଧାନ। ଏ ନେଇ କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର। ବିନା ଫିଟନେସ୍ରେ ଗାଡ଼ି ଚଳାଇଲେ ଜବତ ହେବ।
ପାକିସ୍ତାନରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ପୋଲିସ। ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିବାବେଳେ ବଳି ପଡ଼ୁଛନ୍ତି ଦେଶର ପୋଲିସ ଓ ସୁରକ୍ଷାକର୍ମୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ସଂସଦରେ ଉଦବୋଧନ ଦେଇ ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ନିୟନ୍ତ୍ରିତ ଜାଭାଠାରୁ ଇଣ୍ଡୋନେସିଆର ନେତୃତ୍ୱକୁ ଉଦ୍ଧାର କରିବାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଥିବାବେଳେ ଭିଡ଼ହିଂସା ଭଳି ଘଟଣା ବାରମ୍ବାର ଘଟୁଛି। କଥା କଥାକେ ଶହ ସହ ଲୋକ ଏକାଠି ହୋଇ କାହାର ଜୀବନ ନେବାକୁ ବି ପଛାଉ ନାହାନ୍ତି।