ଗୁଜୁରାଟରେ ବିଜେପିର ରେକର୍ଡ ବିଜୟ; ୧୨ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଭୂପେନ୍ଦ୍ର ପଟେଲ, ଯୋଗଦେବେ ମୋଦି-ଶାହା December 8, 2022 | 3:24 PM10
ମୁସଲିମ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପୋଲିସ ମାଡ଼ ମାରିବା ଘଟଣା; ପ୍ରତିବାଦରେ ଗାଁର ସମସ୍ତ ମୁସଲମାନ କଲେ ଭୋଟ ବର୍ଜନ December 5, 2022 | 5:46 PM20
ଗୁଜୁରାଟ ବିଧାନସଭା ନିର୍ବାଚନ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୯୩ ଆସନରେ ୮୩୩ ପ୍ରାର୍ଥୀ କରୁଛନ୍ତି ଭାଗ୍ୟ ପରୀକ୍ଷା December 5, 2022 | 8:32 AM10
ଗୁଜରାଟ ବିଧାନସଭା ନିର୍ବାଚନ: ସାଇକେଲ୍ରେ ଗ୍ୟାସ୍ ସିଲିଣ୍ଡର୍ ନେଇ ନିଆରା ଢଙ୍ଗରେ ଭୋଟ୍ ଦେବାକୁ ଗଲେ କଂଗ୍ରେସ ବିଧାୟକ December 1, 2022 | 10:38 AM00
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୮୯ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୭୮୮ଜଣ ପ୍ରାର୍ଥୀ December 1, 2022 | 10:21 AM20
ଗୁଜରାଟ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି; ସରକାରକୁ ଆସିଲେ ୨୦ ଲକ୍ଷ ନିଯୁକ୍ତି ସହ ଦେଲା ଏହିସବୁ ପ୍ରତିଶ୍ରୁତି November 26, 2022 | 1:21 PM20
ଏଡିଆର ରିପୋର୍ଟ: ଗୁଜୁରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଦାଗୀ ନେତାଙ୍କୁ ପ୍ରାର୍ଥୀ କରିଛି ଆପ November 25, 2022 | 6:23 PM30
ଗୁଜୁରାଟ ବିଧାନସଭା ନିର୍ବାଚନରେ ନିଆରା ପ୍ରଚାର; ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ରୋବଟ November 18, 2022 | 3:27 PM00
ଅପହରଣ ଅଭିଯୋଗ ପରେ ହଠାତ୍ ଆବିର୍ଭାବ ହେଲେ ଆପ୍ ର ବିଧାୟକ ପ୍ରାର୍ଥୀ, ପ୍ରତ୍ୟାହାର କଲେ ନାମାଙ୍କନ November 16, 2022 | 2:37 PM10
ଗୁଜୁରାଟ ନିର୍ବାଚନ ପୂର୍ବରୁ ଆପ୍ ର ଜଣେ ପ୍ରାର୍ଥୀ ନିଖୋଜ, ବିଜେପି ଅପହରଣ କରିଥିବା ନେଇ ଅଭିଯୋଗ ଆଣିଲା ଦଳ November 16, 2022 | 12:46 PM00
ଗୁଜୁରାଟ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା; ଖଡଗେ, ସୋନିଆ ରାହୁଲ ପ୍ରମୁଖ କରିବେ ପ୍ରଚାର November 15, 2022 | 4:50 PM20
ଜାମନଗର ଉତ୍ତର ଆସନରୁ ନାମାଙ୍କନ ଭରିଲେ ରିଭାବା, ପତ୍ନୀଙ୍କ ପାଇଁ ଭିଡ଼ିଓ ଜାରି କରି ଭୋଟ ମାଗିଲେ ରବୀନ୍ଦ୍ର ଜାଡେଜା November 14, 2022 | 5:13 PM20
ଗୁଜୁରାଟ ବିଧାନସଭା ନିର୍ବାଚନ: ବିଜେପିରୁ ଟିକେଟ୍ ନମିଳିବାରୁ ଇସ୍ତଫା ଦେଲେ ୬ ଥର ବିଧାୟକ ଥିବା ମଧୁ ଶ୍ରୀବାସ୍ତବ November 13, 2022 | 7:06 PM10
ଅଣ୍ଟା ଭିଡ଼ିଲା ଆମ୍ ଆଦମୀ ପାର୍ଟି: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଲା ପ୍ରାର୍ଥୀ ଘୋଷଣା August 2, 2022 | 8:17 PM00