Dec 23 କୋଭିଡର ନୁଆ ଭାରିଆଣ୍ଟକୁ ରୋକିବ ବୁଷ୍ଟର ଡୋଜ୍, ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିବ ସ୍ୱାସ୍ଥ୍ୟ ବିଭାଗ December 23, 2022 | 12:41 PM00
Dec 23 ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡ଼ି December 23, 2022 | 12:18 PM00
Dec 23 କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ; ଅପରାହ୍ନ ୩ଟାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ December 23, 2022 | 11:43 AM00
Dec 23 ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ: ଲେଜର ସୋ’, ଆତସବାଜିରେ ଚମକିବ ବାରବାଟୀ ଷ୍ଟାଡିୟମ, ଯୋଗ ଦେବେ ବଲିଉଡ୍ ଷ୍ଟାର December 23, 2022 | 11:21 AM00
Dec 23 ୧୧ ଦିନର ବିକ୍ଷୋଭ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ December 23, 2022 | 11:02 AM00
Dec 23 ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାରଙ୍କ ନୂଆ ଗାଇଡଲାଇନ; ଏଣିକି ଏୟାରପୋର୍ଟରେ ହେବ କୋଭିଡ ଟେଷ୍ଟ December 23, 2022 | 10:50 AM00
Dec 23 ଓଡ଼ିଶା ଭିଜିଲାନ୍ସର ରେକର୍ଡ; ୨୦୨୨ ବର୍ଷରେ ସର୍ବାଧିକ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ହୋଇଛି ଜବତ December 23, 2022 | 10:32 AM00
Dec 23 ଶିମିଳିପାଳ ହାତୀ ମୃତ୍ୟୁ ମାମଲା; ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ December 23, 2022 | 8:40 AM00
Dec 23 ଶନିବାରରୁ ରାଜ୍ୟରେ କମିବ ଶୀତ ପ୍ରକୋପ; ୨ରୁ ୪ଡିଗ୍ରୀ ରାତି ତାପମାତ୍ରା ବଢ଼ିବା ସମ୍ଭାବନା December 23, 2022 | 8:21 AM00
Dec 23 ପୁରୁଷ ହକି ବିଶ୍ବକପ୍ ଆୟୋଜନ ନେଇ ସର୍ବଦଳୀୟ ବୈଠକ: ରାଜ୍ୟ ସରକାରଙ୍କ ଉଦ୍ୟମକୁ ସବୁ ଦଳର ପ୍ରଶଂସା December 23, 2022 | 7:56 AM00
Dec 22 କୋଭିଡ ଭୟ; ସଂସଦରେ ଶାସକ ଦଳର ସାଂସଦ ପିନ୍ଧିଲେ ମାସ୍କ, ପିନ୍ଧିଲେନି ବିରୋଧୀ December 22, 2022 | 7:11 PM00
Dec 22 କରୋନା ମାମଲାରେ ବୃଦ୍ଧି ଦେଖି ରାଜସ୍ଥାନରେ ଚାଲିଥିବା ଜନ ଆକ୍ରୋଶ ଯାତ୍ରାକୁ ସ୍ଥଗିତ ରଖିଲା ବିଜେପି December 22, 2022 | 6:48 PM00
Dec 22 ମିଛ ଖବର ପ୍ରସାରଣ ମାମଲା; ୧୦୪ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ୪୫ଟି ଭିଡ଼ିଓ ବ୍ଲକ୍ କଲେ କେନ୍ଦ୍ର ସରକାର December 22, 2022 | 6:41 PM00
Dec 22 ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ କୋର୍ଟଙ୍କ ଝଟକା; ଅସୁସ୍ଥ ମା’ଙ୍କୁ ଦେଖିବାକୁ ଯିବାପାଇଁ ମିଳିଲା ନାହିଁ ଅନୁମତି December 22, 2022 | 6:25 PM00
Dec 22 କରୋନା ଆତଙ୍କ ମଧ୍ୟରେ ଭାରତ ବାୟୋଟେକ ପ୍ରସ୍ତୁତ ‘ନାଜାଲ ଟିକା’କୁ ଅନୁମତି ଦେଲେ ସରକାର December 22, 2022 | 6:13 PM00
Dec 22 ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା ରଙ୍ଗ ମନା; ପୋଲିସ ଅଟକାଇବାରୁ କଳା ଶାଲ୍, ଓଢଣୀ ଓ ଜ୍ୟାକେଟ କାଢ଼ିଲେ ଲୋକେ December 22, 2022 | 5:51 PM00