୨୦୨୭-ଜନଗଣନା ଆରମ୍ଭ, ପ୍ରଥମ ଥର ‘ସ୍ୱ-ଗଣନା’ ସୁବିଧା
୨୦୨୭ ଜନଗଣନା ସୋମବାରଠାରୁ ଆରମ୍ଭ ହୋଇଛି। ଅଗଷ୍ଟ ୧୭ରୁ ଲୋକେ ଅନଲାଇନ୍ରେ ନିଜର ଓ ପରିବାର ସଦସ୍ୟଙ୍କ ସମ୍ପର୍କିତ ତଥ୍ୟ ନିଜେ ଦାଖଲ କରିପାରିବେ। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ସହ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ବରଫ ପଡୁଥିବା ତଥା ଦୁର୍ଗମ ଅଞ୍ଚଳରେ ଜନଗଣନା କରାଯିବ।
