ସୁନା ୩୬୫୦ ଓ ରୁପା ଦର ୧୫,୦୦୦ ଟଙ୍କା କମିଲା
ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୩୩୫୦ ଟଙ୍କା ହ୍ରାସ ପାଇ ୧,୩୩,୭୦୦ ଟଙ୍କା ଥିଲା। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦର ୩,୬୫୦ ଟଙ୍କା ହ୍ରାସ ପାଇ ୧,୪୫,୮୬୦ ଟଙ୍କା ହୋଇଛି। ରୁପା କେଜି ମଧ୍ୟ ୧୫ ହଜାର ଟଙ୍କା କମ୍ ହୋଇ ୨,୫୫,୦୦୦ ଟଙ୍କା ହୋଇଯାଇଛି। ଆଗାମୀ ଦିନରେ ଦରରେ ସ୍ଥିରତା
