ରକ୍ତହୀନତା ମୁକ୍ତ ଭାରତ ପାଇଁ ନୂଆ ଗାଇଡ ଲାଇନ କାର୍ଯ୍ୟକାରୀ ହେବ କେନ୍ଦ୍ର ସରକାରଙ୍କ ୭x୭x୭ ରଣନୀତି
ରକ୍ତହୀନତା ମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ୭x୭x୭ ରଣନୀତି ।
ରକ୍ତହୀନତା ମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ୭x୭x୭ ରଣନୀତି ।
ମାଓ ସଂଗଠନ ଛାଡ଼ିଛନ୍ତି ବଂଶଧାରା-ଘୁମୁସର ନାଗାବଳୀ(ବାଘୁନା) ଡିଭିଜନର ଟପ୍ ମାଓନେତା ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ। ସେମାନଙ୍କ ସମେତ ଆହୁରି ୧୫ ଜଣ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି।
ରାଜଧାନୀ ଛାତି ଉପରେ ବିଭତ୍ସ ହତ୍ୟାକାଣ୍ଡ। ଖଣ୍ଡଗିରି ଥାନା ଅଞ୍ଚଳରେ ଅପରାଧୀମାନେ ବାପା-ଭଉଣୀ ଆଗରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା
ଆଜି ଭୋର୍ ସମୟରେ ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।
ବାରହାକୁ ମାରିବା ପାଇଁ ଆମ୍ବ ଭିତରେ ଖଞ୍ଜା ଯାଇଥିଲା ବିସ୍ଫୋରକ କିନ୍ତୁ ବାରହା ବଦଳରେ ସେହି ବିସ୍ଫୋରକ ଭର୍ତ୍ତି ଆମ୍ବକୁ ଖାଇଦେଲା ଗାଈ । ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇଛି।
ଶତ୍ରୁପକ୍ଷଙ୍କୁ ସାବାଡ଼ କରିବା ପାଇଁ ଭାରତୀୟ ସେନାର ବଡ଼ ଯୋଜନା। ଚୀନ୍ ସୀମାରେ ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ସୀମାରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’ (IBG) ଆସନ୍ତା ଜୁଲାଇ ୧ ତାରିଖରୁ ନିଜର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ।
ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା।
ଉତ୍ତରପ୍ରଦେଶ ନୋଇଡାର ହାଇ-ରାଇଜ୍ ଭବନରେ ଅଗ୍ନିକାଣ୍ଡ ଘଟିଛି। ନୋଇଡାର ଆରଣ୍ୟ ସୋସାଇଟି ସେକ୍ଟର-୧୧୯ର ଏକ ଆବାସିକ ଟାୱାରର ୨୧ ମହଲାରେ ସୋମବାର ଭୟଙ୍କର ନିଆଁ ଲାଗିଛି।
ସେଶେଲ୍ସର ସର୍ବୋଚ୍ଚ ସମ୍ମାନରେ ମୋଦି ସମ୍ମାନିନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) ସେଶେଲ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଛି। ସେଶେଲ୍ସର ସର୍ବୋଚ୍ଚ ସମ୍ମାନ 'ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍'ରେ ସମ୍ମାନିତ।
ପାକିସ୍ତାନ କରାଚୀରେ ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି ।
ତାମିଲନାଡ଼ୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାର ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଆଖିବୁଜିଲେ ଆଉ ଜଣେ ଯୁବତୀଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ।
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଅପରେସନ ସିନ୍ଦୁରରେ ସହିଦ 6 ଯବାନଙ୍କ ନାମ ସାର୍ବଜନୀନ ହେବା ପରେ …
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍…
ରାମ ମନ୍ଦିରରେ ଦାନ ଅର୍ଥ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଶାସନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଏହି ବିତର୍କକୁ ଆହୁରି ଖୋରାକ ଯୋଗାଇଛି।
ତିନିଦିନିଆ ସେଚେଲ୍ସ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତବେଳେ ସେ ବିଶ୍ୱର ସବୁଠାରୁ ବୟସ୍କ ସ୍ଥଳଭାଗ ଜୀବ ‘ଜୋନାଥନ୍’ ନାମକ ଏକ ବିଶାଳକାୟ କଇଞ୍ଚକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ସେଚେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ବା ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଚେଲ୍ସର ଜାତୀୟ ଦିବସ ସମାରୋହରେ ‘ମୁଖ୍ୟ ଅତିଥି’ ଭାବେ ନିମନ୍ତ୍ରଣ କରାଯାଇଛି।
ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ୧୧ ଜଣ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ପହଁଚିଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି ।
ୟୁପି(ସତ୍ୟପାଠ ବ୍ୟୁରୋ): ଡ୍ରେନ୍ ଭିତରେ ପଶି ଜନ୍ମଦିନ କେକ କାଟିଲେ ଆଗ୍ରାର ଜଣେ ବିଜେପି କାଉନସିଲର…
ନିଜର ଶେଷ ସମୟ ମାତୃଭୂମିରେ ବିତାଇବା ପାଇଁ ଜଣେ ୯୪ ବର୍ଷୀୟ ଭାରତୀୟ ମହିଳା ଆମେରିକୀୟ ନାଗରିକତା ଛାଡ଼ିଛନ୍ତି। ଆନ୍ଧ୍ର ପ୍ରଦେଶର କୋଣ୍ଡ୍ରାଗୁଣ୍ଟା ମହାଲକ୍ଷ୍ମମ୍ମା ୧୮ ବର୍ଷ ଧରି ଆମେରିକାରେ ରହିଥିଲେ।