ରାହୁଲ ଗାନ୍ଧୀଙ୍କ ରାଜନୈତିକ ଅପରିପକ୍ୱତା ଓ କାର୍ଯ୍ୟକଳାପ ଯୋଗୁଁ ହିଁ ଇଣ୍ଡିଆ ମେଣ୍ଟ ଦୁର୍ବଳ ହେବାରେ ଲାଗିଛି: ଡିଏମକେ
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାହୁଲ ଗାନ୍ଧୀଙ୍କ ରାଜନୈତିକ ଅପରିପକ୍ୱତା ଓ କାର୍ଯ୍ୟକଳାପ ଯୋଗୁଁ ହି…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାହୁଲ ଗାନ୍ଧୀଙ୍କ ରାଜନୈତିକ ଅପରିପକ୍ୱତା ଓ କାର୍ଯ୍ୟକଳାପ ଯୋଗୁଁ ହି…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଏମସିର ବିଭାଜନ ପରେ ସଂସଦରେ NDAର ସ୍ଥିତି ମଜବୁତ। ଏନଡିଏର ସଂଖ୍ୟ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତାଙ୍କୁ ପୁଣି ଝଟକା । ମୂଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):NEET UG ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । NEET ପର…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୋଲିଲା ହର୍ମୁଜ ପ୍ରଣାଳୀ । ପୁଣି ଚାଲିଲା ତୈଳ ଜାହାଜ। ଆମେରିକା-ଇର…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନସିପିଆଇକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କାହିଁକିନା ତୃଣମୂଳ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍ ପେପର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାମ ନେଉ ନାହିଁ ।…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଭାକିଆ ଗସ୍ତ ଏକ ଐତିହାସିକ ଗୁରୁତ୍ୱ ବହନ କରୁଛି। ଏହାସହ ଦ୍ୱିପାକ୍ଷିକ ସହଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ଲୋଭାକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଏହି ସମ୍ପର୍କକୁ ଉଭୟ ଦେଶ ମଧ୍ୟରେ ଏକ 'ବ୍ୟାପକ ସହଭାଗିତା'କୁ ଉନ୍ନୀତ କରିବାକୁ ସହମତ ହୋଇଛନ୍ତି।
ମାଛ ମାରିବାକୁ ଗଭୀର ସମୁଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେଣି ମତ୍ସ୍ୟଜୀବୀ। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ସରିବା ପରେ ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରି ପଡ଼ିଛନ୍ତି ସାଗର ସୌଦାଗର। ଏଥିପାଇଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରମୁଖ ମାଛଧରା କେନ୍ଦ୍ରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।
ଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି। ଦୁଇ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବା ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ସୁରକ୍ଷିତ ସ୍ଥାନରୁ କିଏ ଓ କେମିତି ଫାଇଲ ଚୋରି କରିବାକୁ ଦୁଃସାହାସ କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ତ୍ରିରାଷ୍ଟ୍ରୀୟ ସିରିଜ ଚାଲିଥିବାବେଳେ ସୁପର୍ ଓଭରରେ ଶ୍ରୀଲଙ୍କା ‘ଏ’ଠାରୁ ହାରିଲା ଭାରତ ‘ଏ’। ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତ ‘ଏ’ ଦଳ ସୁପର୍ ଓଭରରେ ହାରିଯାଇଛି। ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମୁକାବିଲାରେ ଭାରତୀୟ ଦଳ ୭ ରନ୍ରେ ଘରୋଇ ଶ୍ରୀଲଙ୍କା ‘ଏ’ଠାରୁ ହାରିଯାଇଛି। ନିର୍ଦ୍ଧାରିତ ୫୦ ଓଭର ବେଳେ ଉଭୟ ଦଳ ସମାନ ୨୬୫ ରନ୍ ଲେଖାଏଁ କରି ଟାଇ କରିଥିଲେ।
ଅସୁସ୍ଥତା କାରଣରୁ ବହୁ ଦିନର ନିରବତା ପରେ ପୁଣି ଥରେ ପ୍ରତିଯୋଗିତାକୁ ଓହ୍ଲାଇବେ ଜାଭଲିନ ଥ୍ରୋ ନୀରଜ ଚୋପ୍ରା। ଦୁଇ ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପୂର୍ବ ବିଶ୍ବ ବିଜେତା ଜାଭ୍ଲିନ୍ ଫିଙ୍ଗାଳି ଚଳିତ ମାସ ୧୯ ତାରିଖରେ ହେବାକୁ ଥିବା ଦୋହା ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିବେ।
କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ବିବାଦ ଘନେଇବାରେ ଲାଗିଛି। ଚାମେଲିଙ୍କୁ ଆକ୍ରମଣ, ତାଙ୍କ ମୋବାଇଲ୍ ଛଡ଼ାଇବା, ତାଙ୍କୁ ଓ ତାଙ୍କ ଭାଇଙ୍କୁ ଖରାପ ବ୍ୟବହାର ପ୍ରସଙ୍ଗରେ ମହାକାଳପଡ଼ା
ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କ ସଂସ୍ଥାର ୨ ଅଧିକାରୀ ଗିରଫ। ପ୍ରବର୍ତ୍ତନ ନିର୍ଦ୍ଦେଶଶଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇ ଦୁଇ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସତୀଶ ସେଠ୍ ଓ ଗୌତମ ଭାଇଲାଲ ।
ଆସନ୍ତା ଜୁନ ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ତାଙ୍କ ଗସ୍ତ ନେଇ କାର୍ଯ୍ୟ ସୂଚୀ ସାମ୍ନାକୁ ଆସିଛି। ସେ ପୂର୍ବାହ୍ନ ୧୧ଟା ୫ରେ ମୟୂରଭଞ୍ଜ ଜିଲ୍ଲା
ସରିଲା ଖରା ଛୁଟି। ଆସନ୍ତା ୧୮ ତାରିଖରେ ସାରା ରାଜ୍ୟରେ ଖୋଲିବ ସ୍କୁଲ । ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଚଳିତ ଫିଫା ବିଶ୍ବକପ୍ରେ ମ୍ୟାଚ ପରେ ଜାପାନ ପ୍ରଶଂସକ ଷ୍ଟାଡିୟମ୍ ସଫା କରିଥିବା ଦେଖିବାକୁ ମିଳିଥିଲା। ରବିବାର ରାତି ମ୍ୟାଚ୍ରେ ଜାପାନ ୨-୨ ଗୋଲ୍ରେ ନେଦରଲାଣ୍ଡ୍ସ ବିପକ୍ଷରେ ଡ୍ର’ ରଖି ପଏଣ୍ଟ ବାଣ୍ଟିଥିଲା।
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ୨୦ ଜଣ ସାଂସଦ ମିଶିବା ପରେ ଏନଡିଏର ଦ୍ୱିତୀୟ ସର୍ବବୃହତ ସହଯୋଗୀ ହୋଇ…