NEET ପରୀକ୍ଷା ପାଇଁ ପଶ୍ଚିମ ରେଳବାଇର ବଡ ପଦକ୍ଷେପ; ପରୀକ୍ଷା ଦିନ ବିନା ବାଧାରେ ଚାଲିବ ଟ୍ରେନ୍
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NEET ପରୀକ୍ଷା ପାଇଁ ପଶ୍ଚିମ ରେଳବାଇର ବଡ ପଦକ୍ଷେପ। ପରୀକ୍ଷା ଦିନ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NEET ପରୀକ୍ଷା ପାଇଁ ପଶ୍ଚିମ ରେଳବାଇର ବଡ ପଦକ୍ଷେପ। ପରୀକ୍ଷା ଦିନ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃଣମୂଳ କଂଗ୍ରେସର ୨୦ ଜଣ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତି ଓମ୍ …
ନୂଆଦିଲ୍ଲୀ(ସତ୍ୟପାଠ) ଫ୍ରାନ୍ସର ଇଭିଆନ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ବ ଏବେ ସମ୍ବଳ ନୁହେଁ, ବିଶ୍ବାସର ଅଭାବରେ ପୀଡ଼ିତ। ଗତ କିଛି ଦିନ ତଳେ ହରମୁଜ୍ ପ୍ରଣାଳୀରେ ଭାରତୀୟ ନାବିକଙ୍କ ସହିଦ ଘଟଣାକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) ଫ୍ରାନ୍ସର ଇଭିଆନ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟର୍ମଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ନେତା ଗତ ବର୍ଷ ପାରସ୍ପରିକ ଗସ୍ତ ପରଠାରୁ ଭାରତ-ବ୍ରିଟେନ ଦ୍ବିପାକ୍ଷୀକ ସମ୍ପର୍କ ବିଷୟରେ ସମୀକ୍ଷା କରିଥିଲେ ।
ଫ୍ରାନ୍ସର ଇଭିଆନରେ ଆୟୋଜିତ G7 ଶିଖର ସମ୍ମିଳନୀର ଅର୍ଥନୈତିକ ମହାମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିଛନ୍ତି। ଏହା 2026 ମସିହାରେ ଦୁଇ ନେତାଙ୍କ ମଧ୍ୟରେ ତୃତୀୟ ବୈଠକ ଥିଲା, ଯାହା ଭାରତ ଏବଂ UAE ମଧ୍ୟରେ ଦୃଢ଼ ଓ ସ୍ପନ୍ଦନଶୀଳ ବ୍ୟାପକ ରଣନୈତିକ ସହଭାଗୀତାକୁ ପ୍ରତିଫଳିତ କରେ।
ଜି-୭ ଶିଖର ସମ୍ମିଳନୀ-୨୦୨୬ ମହାମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ନେତା। ଫ୍ରାନ୍ସର ଏଭିଆନ-ଲେସ୍-ବାନ୍ସ ସହରରେ ଆୟୋଜିତ ବିକଶିତ ଅର୍ଥନୀତିର ଏହି ମହାମଞ୍ଚରେ ଚଳିତ ବର୍ଷ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ସବୁଜ ଶକ୍ତିର ବ୍ୟବହାର ଉପରେ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।
କଫ ସିରପ ଏବେ ଥଣ୍ଡା ଓ କାଶ ପାଇଁ ଯେତିକି ଖୋଜା ପଡ଼ୁନି ନିଶା ପାଇଁ ବେଶି ଖୋଜା ପଡ଼ୁଛି। ଚୋରା କଫ ସିରଫକୁ ମାଧ୍ୟମ କରି ନିଶା କାରବାର କରୁଛନ୍ତି ନିଶା ବେପାରୀ। ଏପରିକି କଫ ସିରପ ଦ୍ବାରା ଅନେକ ଶିଶୁ ଗୁରୁତର ଅସୁସ୍ଥ ହୋଇଥିବା ନଜିର ରହିଛି। ପ୍ରତ୍ୟହ ହଜାର ହଜାର ଚୋରା କଫ ସିରପ ବୋତଲ ଧରା ପଡ଼ୁଛି। ଏନେଇ ଏବେ କଡ଼ା ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।
ପିଲାଙ୍କ ପଢ଼ା ବହି ହଜାରେ ଭୁଲ ଦେଖିବାକୁ ମିଳିଛି। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କେଉଁଠି ନିୟମଗିରି ପାହାଡ଼ ଝାଡ଼ଖଣ୍ଡରେ ଅଛି ବୋଲି ଲେଖା ଅଛି ତ କେଉଁଠି ଓଡ଼ିଶା ବିଧାନସଭା ଜାଗାରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ଅଛି। ପ୍ରଥମରୁ ଅଷ୍ଟମ ଯାଏଁ ପଢ଼ା ବହିରେ ୧୭ ଶହ ତ୍ରୁଟି ଥିବାବେଳେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଏକାଥରକେ ଆସୁଛନ୍ତି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ ତାରିଖ ମୟୂରଭଞ୍ଜ ମାଟି ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏଥର ରାଷ୍ଟ୍ରପତିଙ୍କ ଗସ୍ତ ଟିକେ ନିଆରା, ଟିକେ ଭିନ୍ନ। ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲିବେ ରାଷ୍ଟ୍ରପତିଙ୍କ ଗାଁ। ଲୋକଙ୍କ ସହ ଅତି ପାଖରୁ ମିଶିବେ।
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ମାମଲାରେ ଚାଟିଂ ଓ କଲ୍ ରେକର୍ଡିଂରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ତାଙ୍କୁ ମାନସିକ ଚାପ ଦିଆଯାଇଛି ଏଥିରୁ ସ୍ପଷ୍ଟ ହୋଇଛି। ଯାହାକୁ ନେଇ ଓଏସ୍ ପ୍ରେମିକ ଭୀମସେନ ଟୁଡୁଙ୍କ ଅଡୁଆ ବଢ଼ିଛି। ଆଗକୁ ଭୀମସେନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୋଲିସ। ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି।
ଅଶାନ୍ତ ହୋଇ ଉଠିଛି ରାଉରକେଲା ସହର। ଦିନ ଦ୍ବିପହରେ ଗଡ଼ିଛି ମୁଣ୍ଡ। ଦୁର୍ବୃତ୍ତମାନେ ପୋଲିସକୁ ଖୁଲମ୍ଖୁଲା ଚାଲେଞ୍ଜ ଦେଇଛନ୍ତି। ରାଉରକେଲା ସେକ୍ଟର ୬ ଅଞ୍ଚଳ ଥିବା ଏକ ସ୍କୁଲ ନିକଟରେ ହତ୍ୟାକାଣ୍ଡ ଘଟିଛି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବିଶ୍ୱ ଯୋଗ ଦିବସ ପୂର୍ବରୁ ରାଜନୈତିକ ବିବାଦ। ଯଦି ରାସ୍ତାରେ ନମାଜ ପ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜନ ଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ ଆସନ୍ତାକାଲି କୋଟାରେ ପହଞ୍ଚିବେ ରାହ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ୱାମୀ ବିଦ୍ରୋହୀ କ୍ୟାମ୍ପରେ । ହେଲେ ଶେଷ ନିଶ୍ୱାସ ଯ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ରୋହୀ ସାଂସଦଙ୍କୁ ବଡ ଝଟକା। ୟୁସୁଫ ପଠାନଙ୍କୁ ମାସେ ଭିତରେ ସର…
୫ ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନକାରୀମାନେ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ବନ୍ଦ ଥିବାବେଳେ ଦୋକାନ ବଜାର ବନ୍ଦ ରହିଥିଲା।
ଗାଡ଼ି ଭିତରେ ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର। ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମଙ୍ଗଳବାର ସକାଳୁ କଇଁତରା ବିଜୁ ଏକ୍ସପ୍ରେସ୍ୱେରେ ଡିଭାଇଡର ଭାଙ୍ଗି ଦୁଇଟି ୧୮ ଚକିଆ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଟ୍ରେଲର ମଧ୍ୟରେ ଧକ୍କା ହେବା ପରେ ହଠାତ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା।