କେନ୍ଦ୍ର କ୍ୟାବିନେଟରେ ଓଡିଶାକୁ ଭେଟି, ପାରାଦୀପ-ହରିଦାସପୁର ରେଳପଥ ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ରେ ୭ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେମିକଣ୍ଡକ୍ଟର ମିଶନ୍ ୨.୦ , ମୋବାଇଲ୍ ଫୋନ୍ ଉତ୍ପାଦନ ସମେତ ବାରାଣସୀରେ ଭିତ୍ତିଭୂମି ବିକାଶ, ୟୁରିଆ ପାଇଁ ଜାତୀୟ ନିବେଶ ନୀତି ଏବଂ ଓଡ଼ିଶାର ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣକୁ
