Feb 25 ୟୁକ୍ରେନରେ ଫଶି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଶାହାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ February 25, 2022 | 12:28 PM00
Feb 25 ଆସନ୍ତା ସୋମବାରରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ: ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ଗଣଶିକ୍ଷା ମନ୍ତ୍ରୀ February 25, 2022 | 12:21 PM00
Feb 25 ୟୁକ୍ରେନରେ ଫସିଥିବା ଝିଅ ପାଇଁ ଫ୍ଲାଇଟ୍ ଟିକେଟ କରାଇଦେବାକୁ କହି କଳାକନା ବୁଲାଇଦେଲା ଦଲାଲ, ଥାନାର ଦ୍ୱାରସ୍ଥ ହେଲେ ମା February 25, 2022 | 12:11 PM00
Feb 25 ଗଂଜାମ ପାତ୍ରପୁର ଧାଡିଆମ୍ବ ଗାଁରେ ଅଘଟଣ: ପୋଲିସ ମାଡ଼ରେ ମହିଳାଙ୍କ ମୃତ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ February 25, 2022 | 11:53 AM00
Feb 25 ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ February 25, 2022 | 11:49 AM00
Feb 25 ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ ପ୍ରିିଜାଇଡିଂ ଅଫିସର ତଥା କୁଆଁରଗାଁ ସ୍କୁଲ ଶିକ୍ଷକ ସୁଦାମ ଚରଣ ପୁରୋହିତ: ଦୁର୍ଘଟଣାରେ ଚାଲିଗଲା ଜୀବନ February 25, 2022 | 11:47 AM00
Feb 25 ରୁଷ ଓ ୟୁକ୍ରେନ ଯୁଦ୍ଧର ପ୍ରଥମ ଦିନରେ ଋଷ ହରାଇଲା ୭ଟି ଯୁଦ୍ଧ ବିମାନ ସମେତ ଅନେକ କିଛି, ଜାଣନ୍ତୁ କଣ କଣ February 25, 2022 | 11:14 AM00
Feb 25 ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ଜାଲରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସ୍ଆଇ ହରେକୃଷ୍ଣ ନାୟକ February 25, 2022 | 11:11 AM00
Feb 25 କେନ୍ଦ୍ରାପଡା କଲେଜ ପରିସରରେ ଥିବା ଷ୍ଟ୍ରଙ୍ଗରୁମ ନିକଟରେ ଚିରା ବାଲାଟ ପେପର ପଡିବା ଘଟଣା: ଦଳୀୟ ପ୍ରାର୍ଥୀ ଓ କର୍ମୀମାନଙ୍କ ହୋହାଲ୍ଲା February 25, 2022 | 11:09 AM00
Feb 25 ପଶ୍ଚିମ ଦେଶ ଗୁଡ଼ିକୁ ରୁଷ ରାଷ୍ଟ୍ରପତିଙ୍କ ଧମକ ପରେ ରୁଷକୁ ପରମାଣୁ ଅସ୍ତ୍ରର ଭୟ ଦେଖାଇଲା ଫ୍ରାନ୍ସ February 25, 2022 | 11:05 AM00
Feb 25 ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ୧୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୦୨ ଜଣଙ୍କ ମୃତ୍ୟୁ February 25, 2022 | 11:02 AM00
Feb 25 ଯୁଦ୍ଧର ପ୍ରଥମ ଦିନରେ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ: ୟୁକ୍ରେନ ରାଷ୍ଟ୍ରପତିଙ୍କ ସୂଚନା February 25, 2022 | 10:23 AM00
Feb 25 ୟୁକ୍ରେନ ଉପରେ ଋଷର ଆକ୍ରମଣ ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଟାର୍ଗେଟ: ରୁଷର ସବୁ ସମ୍ପତ୍ତିକୁ ଅଚଳ କରିଦେବ ଆମେରିକା February 25, 2022 | 10:20 AM00
Feb 25 ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ: କୂଟନୀତି ଆଧାରରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କୁ ମୋଦିଙ୍କ ଅନୁରୋଧ February 25, 2022 | 10:17 AM00
Feb 25 ୟୁକ୍ରେନ ସହ ଋଷର ଯୁଦ୍ଧକୁ ନେଇ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇଲେ ଶହଶହ ଋଷ ନାଗରିକ February 25, 2022 | 10:15 AM00
Feb 25 ପଶ୍ଚିମା ଝଡ଼ର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର February 25, 2022 | 10:12 AM00