Sep 16 ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଦେଶବ୍ୟାପୀ ୪୦ଟି ସ୍ଥାନରେ ଇଡିର ଏକକାଳୀନ ରେଡ୍ September 16, 2022 | 12:16 PM00
Sep 16 ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁଙ୍କୁ ସୁନା ମୁଦି ବାଣ୍ଟିବ ତାମିଲନାଡୁ ବିଜେପି September 16, 2022 | 12:05 PM00
Sep 16 ନଦୀରେ ପ୍ରଦୂଷଣ ଯୋଗୁ ୟୁପି ସରକାରଙ୍କ ଉପରେ ୧୨୦ କୋଟି ଜୋରିମନା ଲଗାଇଲା ଏନଜିଟି September 16, 2022 | 11:34 AM00
Sep 16 ବିଜେପିରେ ବିଲୟ ହେବ କ୍ୟାପଟେନ ଅମାରିନ୍ଦର୍ ସିଂହଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ September 16, 2022 | 11:24 AM00
Sep 16 ରାମ ମନ୍ଦିର ଭଳି ଦେଶର ଅନ୍ୟ ମନ୍ଦିର ଗୁଡିକ ନିକଟରେ ଥିବା ସମସ୍ତ ମସଜିଦକୁ ହଟାଇଦେବା ଉଚିତ: ସଞ୍ଜୟ ନିଶାଦ September 16, 2022 | 11:03 AM00
Sep 16 ମୁଁ ସଙ୍କୋଚର ସହ ହିନ୍ଦୀ କହେ, କହିବା ସମୟରେ ମୋ ଦେହ ଥରିଯାଏ: ନିର୍ମଳା ସୀତାରମଣ September 16, 2022 | 10:39 AM00
Sep 16 ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ସ୍ୱାକ୍ଷରିତ ହେଲା ଶାନ୍ତି ଚୁକ୍ତି September 16, 2022 | 10:28 AM00
Sep 16 ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମିଳିବ ୫ଜି ସେବା: ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ September 16, 2022 | 8:55 AM00
Sep 16 ପାଣ୍ଡିଆନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର; ‘ଲୋକଙ୍କ ପାଇଁ କାମ କଲେ କ୍ଳାନ୍ତ ଅନୁଭବ ହୁଏନାହିଁ’ September 16, 2022 | 8:25 AM00
Sep 16 ଶେଷ ହେଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, ୨୦୨୪ରେ ରାଜ୍ୟରେ ସରକାର ଗଢ଼ିବାକୁ ନେତାଙ୍କ ଦୃଢ଼ୋକ୍ତି September 16, 2022 | 8:03 AM00
Sep 15 ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକ୍ତ କରୁଥିବା ଲୋକଙ୍କ ଠାରୁ ମହିଳାଙ୍କ ସୁରକ୍ଷା ଆଶା କରାଯାଇପାରିବ ନାହିଁ: ରାହୁଲ ଗାନ୍ଧୀ September 15, 2022 | 6:44 PM00
Sep 15 କଂଗ୍ରେସ ଯୋଗୁ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ: ଅସଦୁଦ୍ଦିନ ଓୱେସି September 15, 2022 | 6:19 PM00
Sep 15 ଗୋଆର ୮ ବିଧାୟକ ବିଜେପିର ୱାଶିଂ ମେସିନକୁ ଯାଇଛନ୍ତି, ଏବେ ସେମାନେ ମୋ କୁର୍ତ୍ତା ପରି ଧଳା ହୋଇଯିବେ: ଜୟରାମ ରମେଶ September 15, 2022 | 6:00 PM00
Sep 15 ଓଟିଏମ୍ ପୁନରୁଦ୍ଧାର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ; ବାକି ଥିବା ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର September 15, 2022 | 5:39 PM00
Sep 15 କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ଏବେ କୌଣସି ମନ୍ତ୍ରୀପଦ ମିଳିବ ନାହିଁ: ଗୋଆ ମୁଖ୍ୟମନ୍ତ୍ରୀ September 15, 2022 | 5:15 PM00
Sep 15 ବେଆଇନ ମାନବ ଚାଲାଣ ମାମଲା; ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଜାମିନ ପ୍ରଦାନ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ September 15, 2022 | 5:00 PM00
Sep 15 ନିଟ୍ ରେ କମ୍ ମାର୍କ ଓ ଶସ୍ତା ଫି ଯୋଗୁ ୟୁକ୍ରେନ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଆଡମିଶନ ଦେଇ ପାରିବୁ ନାହିଁ: କେନ୍ଦ୍ର ସରକାର September 15, 2022 | 4:47 PM00
Sep 15 ୨୦୨୪ରେ ଅଣ ବିଜେପି ସରକାର ଗଠନ ହେଲେ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବ: ନୀତୀଶ କୁମାର September 15, 2022 | 4:27 PM00