କଲ୍ୟାଣସିଂହପୁର ଭିଡ଼ ହିଂସା ଘଟଣା, ଗାଁ ପୁରୁଷ ଶୁନ୍ୟ
ବହୁଚର୍ଚ୍ଚିତ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ଓ ବର୍ବରତା ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ଏନେଇ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି ।
ବହୁଚର୍ଚ୍ଚିତ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ଓ ବର୍ବରତା ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ଏନେଇ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି ।
ଭୁବନେଶ୍ବର() ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ADG ଦୟାଲ ଗଙ୍ଗୱାରଙ୍କ କଳା କାରନାମା। କ୍ରାଇମବ୍ରାଞ୍ଚ ରିପୋର୍ଟ ଅଧାରରେ ପୋଲିସ ଡିଜି ଗୃହ ବିଭାଗକୁ ଦେଇଥିବା କନଫିଡେନସିଆଲ୍ ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ। ଦୟାଲ ଗଙ୍ଗୱାରଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତେବେ ଏହି ରିପୋର୍ଟରୁ ଜଣାପଡ଼ିଛି, ଗଙ୍ଗୱାର ନିଜ ଘରେ ମୃତ GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ୮ କନେଷ୍ଟବଳଙ୍କୁ କାମ କରାଉଥିଲେ।
ବାଲିଅନ୍ତା ଲିଞ୍ଚିଂରେ କାହାର ବିଫଳତା? ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ଦ୍ଧାରଣର କଥା କହିଥିଲ…
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆଜି ସକାଳୁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ଓ ଫାର୍ମ ହାଉସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି।
ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି। ଫଳରେ କିଛି ସମୟ ଧରି ମେଡିକାଲ ପରିସରରେ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
ଫେରିଵାଲା ନାଁରେ ଚାଲିଥିଲା ଗଞ୍ଜେଇ ବେପାର। କମ୍ବଳ ଭିତରୁ ଶହେ କେଜି ଗଂଜେଇ ଜବତ କରାଯାଇଥିବାବେଳେ ପୋଲିସ ୩ ଫେରିବାଲା ସମେତ ୪ଜଣଙ୍କୁ ଗିରଫ କରିଛି। ଦିନରେ ଗାଁ ଗାଁ ବୁଲି କମ୍ବଳ ବିକ୍ରି କରୁଥିବା ବେଳେ କମ୍ବଳ ଭିତରେ ଗଂଜେଇ ବେପାର କରି ଧରା ପଡିଛନ୍ତି ଉତ୍ତର ପ୍ରଦେଶର ୩ଜଣ ଫେରିବାଲା । ଗିରଫ ୩ଜଣ ଫେରିବାଲା ହେଲେ ଉତ୍ତର ପ୍ରଦେଶର ମହମଦ ଜିସାନ, ଅଫତାବ ଅଲି ଓ ଅରମାନ ଖାନ ବୋଲି ଜଣା ପଡିଛି ।
ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତ କରି ବିବାଦରେ ଦୁଇ ଯନ୍ତ୍ରୀ। …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି …
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ମାମଲାରେ ଚାଟିଂ ଓ କଲ୍ ରେକର୍ଡିଂରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ତାଙ୍କୁ ମାନସିକ ଚାପ ଦିଆଯାଇଛି ଏଥିରୁ ସ୍ପଷ୍ଟ ହୋଇଛି। ଯାହାକୁ ନେଇ ଓଏସ୍ ପ୍ରେମିକ ଭୀମସେନ ଟୁଡୁଙ୍କ ଅଡୁଆ ବଢ଼ିଛି। ଆଗକୁ ଭୀମସେନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୋଲିସ। ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି।
ଅଶାନ୍ତ ହୋଇ ଉଠିଛି ରାଉରକେଲା ସହର। ଦିନ ଦ୍ବିପହରେ ଗଡ଼ିଛି ମୁଣ୍ଡ। ଦୁର୍ବୃତ୍ତମାନେ ପୋଲିସକୁ ଖୁଲମ୍ଖୁଲା ଚାଲେଞ୍ଜ ଦେଇଛନ୍ତି। ରାଉରକେଲା ସେକ୍ଟର ୬ ଅଞ୍ଚଳ ଥିବା ଏକ ସ୍କୁଲ ନିକଟରେ ହତ୍ୟାକାଣ୍ଡ ଘଟିଛି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ପୁଲିସ ଗୁଳିରେ ୯ ବର୍ଷର ଅଷ୍ଟ୍ରେଲୀୟ ଶିଶୁର ମୃତ୍ୟୁ । …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପୁଲିସର ଏନକାଉଣ୍ଟର ଆଉ କଡ଼ା ଏନଏସଏ ଲାଗୁ ସତ୍ତ୍ବେ ୨୪ ଘଣ୍…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍ ପେପର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାମ ନେଉ ନାହିଁ ।…
ଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି। ଦୁଇ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବା ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ସୁରକ୍ଷିତ ସ୍ଥାନରୁ କିଏ ଓ କେମିତି ଫାଇଲ ଚୋରି କରିବାକୁ ଦୁଃସାହାସ କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାମେଲିଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଚାମେଲିଙ୍କୁ ଭେଟିବା ପରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ କଲେ ଆଲୋଚନା …
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ଭଙ୍ଗାରୁଜା ମାମଲାକୁ ନେଇ ସାରା ଦ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା। ଖୋଲା ବୁଲୁଛନ୍ତି MLAଙ…