ସକାଳ ଜଳଖିଆ କେତେ ଗୁରୁତ୍ବପୂର୍ଣ୍ଣ!
କଥାରେ ଅଛି ସକାଳ ଜଳଖିଆ ସିଂହ ଭୋଜନ ହେବା ଉଚିତ। ଆଉ ଦିପ୍ରହରେ ରାଜା ଭୋଜନ, ରାତିରେ ଦରିଦ୍ର ଭୋଜନ କରିବା ଉଚିତ। ରାତିରେ ବହୁ ସମୟ ଧରି ପେଟ ଖାଲି ଥିବାରୁ ସକାଳ ଜଳଖିଆ ବା ବ୍ରେକ ଫାଷ୍ଟ ବହୁତ ଜରୁରୀ। ବହୁ ସମୟର ଗ୍ୟାପ ପରେ ଉପବାସ ତଥା ଫାଷ୍ଟକୁ ବ୍ରେକ କରିବା ପାଇଁ ଆମକୁ ସକାଳେ ଭରପୁର ମାତ୍ରାରେ ଖାଇବା ଉଚିତ।
