*୩ ରାଜ୍ୟର ଉପନିର୍ବାଚନ* ମଞ୍ଜଲପୁରରେ ବିଜେପିର ବାଜିମାତ, ବାଙ୍କିପୁରାରେ ପ୍ରଶାନ୍ତ କୁମାରଙ୍କ ବିଜୟ ଦାତିଆରେ ଜିତିଲା କଂଗ୍ରେସ
୩ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଗୁଜରାଟ ଭଦୋଦରାର ମଞ୍ଜଲପୁର ବିଧାନସଭା ଆସନକୁ ଭାରତୀୟ ଜନତା ପାର୍ଟି ପୁଣି ନିଜ ଦଖଲକୁ ନେଇଛି। ବିଜେପି ପ୍ରାର୍ଥୀ ସତୀଶ ପଟେଲ ୩୦,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରାବାରୀଙ୍କୁ ପରାସ୍ତ କରିଛନ୍ତି।
