ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ବୁଲିଲେ ପ୍ରଧାନମନ୍ତ୍ରୀ ଗୋଷାଣୀ ପୀଠରେ ଏକାଠି ପୂଜାର୍ଚ୍ଚନା କଲେ ଦୁଇ ନେତୃତ୍ୱ ସ୍କିଲ ସେଣ୍ଟର ଅଧିକାରୀଙ୍କ ସହ ଆଲୋଚନା
ରାଇରଙ୍ଗପୁର() ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାବେଳେ ରାଷ୍ଟ୍ରପତି ପିଲାଙ୍କୁ ଚକୋଲେଟ ଦେଇଥିଲେ। ମହାମହିମ ମହୁଲଡ଼ିହା ଘରୁ ବାହାରି ପାହାଡ଼ପୁର ଅଭିମୁଖେ ଯାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ହେଲିକପ୍ଟର ଏମଆଇ-୧୭ ଯୋଗେ ମୟୁରଭଞ୍ଜ ଜିଲ୍ଲା ପାହାଡ଼ପୁରରେ ପହଞ୍ଚିଥିଲେ। ସେଠାରେ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ପରିଦର୍ଶନ କରିଥିଲେ।
