କାଶ୍ମୀର ଫାଇଲ୍ସରେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦେଖାଇଥିବାରୁ ଅର୍ବାନ ନକ୍ସଲଙ୍କ ପେଟରେ ଯନ୍ତ୍ରଣା ହେଉଛି; କେଜ୍ରିୱାଲଙ୍କୁ କଟାକ୍ଷ କରି ଏପରି କହିଲେ ଅମିତ ମାଲଭିଆ March 25, 2022 | 3:06 PM00
ପଶ୍ଚିମବଙ୍ଗ ଆଉ ରହିବା ଯୋଗ୍ୟ ନୁହେଁ; ଲୋକମାନେ ରାଜ୍ୟ ଛାଡ଼ି ପଳାଉଛନ୍ତି; ରାଜ୍ୟସଭାରେ କାନ୍ଦି କାନ୍ଦି ଏପରି କହିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି March 25, 2022 | 2:35 PM00
ଧାମନଗରରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି March 24, 2022 | 7:06 PM00
ପଶ୍ଚିମବଙ୍ଗରେ ସାତ ଦିନ ମଧ୍ୟରେ ୨୬ଟି ହତ୍ୟାକାଣ୍ଡ ଘଟିଛି; ତଥାପି ସରକାର ନୀରବ ରହିବା ଆହୁରି ବିପଜ୍ଜନକ ଅଟେ: ସମ୍ବିତ ପାତ୍ର March 24, 2022 | 5:57 PM00
ମମତାଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟ ଫାଟକରେ ତୋରଣ ଲଗାଯାଇଛି; ସେପଟେ କୁହାଯାଉଛି ମମତା ଶୋକ ବ୍ୟକ୍ତ କରିବା ପାଇଁ ଆସୁଛନ୍ତି: ଅମିତ ମାଲଭିଆ March 24, 2022 | 4:20 PM00
ବୀରଭୂମ ହିଂସାକାଣ୍ଡ; ଅମିତ ଶାହାଙ୍କୁ ଭେଟିଲେ ଟିଏମସି ସାଂସଦ; ମାମଲାକୁ ନେଇ ରାଜନୀତିକରଣ କରାନଯାଉ ବୋଲି ଗୃହମନ୍ତ୍ରୀଙ୍କୁ କଲେ ଅନୁରୋଧ March 24, 2022 | 3:33 PM00
ମତଦାନ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବାବେଳେ ବିଜେଡି ମିଡିଆ ସେଲର ପ୍ରଭାରୀଙ୍କୁ ମାଡ଼; ଭାଇରାଲ ହେବାରେ ଲାଗିଛି ଭିଡିଓ.. March 24, 2022 | 1:20 PM00
ରାହୁଲ ଗାନ୍ଧୀଙ୍କ ଜନ୍ମ ବେଳେ ଭଗବାନ ତାଙ୍କ କପାଳରେ ଏକ ମୋହର ଲଗାଇଥିଲେ; ଯଦି ସେ ଓଲଟା କାମ ନକରନ୍ତି ତାହାଲେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ କିନ୍ତୁ ତାହା ହୋଇପାରିଲା ନାହିଁ: ହର୍ଷବର୍ଦ୍ଧନ ବାଜପେୟୀ March 24, 2022 | 11:40 AM00
କଂଗ୍ରେସ ଦେଶକୁ ସମ୍ଭାଳି କି ରଖିଥିଲା କିନ୍ତୁ ବିଜେପି ଭାଙ୍ଗିବାକୁ ଚାହୁଁଛି: ମେହବୁବା ମୁଫତି March 22, 2022 | 6:38 PM00
କେନ୍ଦ୍ରରେ ବିଜେପି ର ବିକଳ୍ପ ପାଇଁ ପ୍ରଶାନ୍ତ କିଶୋର ଙ୍କ ସହ ୩୦୦ କୋଟି ର ଡିଲ କୁ ନେଇ ପ୍ରତିକ୍ରିୟା ରଖିଲେ ତେଲେଙ୍ଗାନା ସି ଏମ March 22, 2022 | 11:55 AM00
ଏନସିପି ନେତା ନବାବ ମଲିକଙ୍କ ଇସ୍ତଫା ଦାବିରେ ଦୀର୍ଘ ୧୮ ଦିନ ଧରି ପ୍ରଦର୍ଶନ ଜାରି ରଖିଛନ୍ତି ବିଜେପି ବିଧାୟକ March 21, 2022 | 1:55 PM00
ବିଜେପିକୁ ଭୋଟ ଦେଇଥିବାରୁ ମହିଳାଙ୍କୁ ଘରୁ ବାହାର କରିଦେଲେ ପରିବାର ଲୋକେ; ସେପଟେ ସ୍ୱାମୀ ଦେଲେ ଛାଡ଼ପତ୍ରର ଧମକ March 21, 2022 | 1:42 PM00
ଶିବସେନା ନେତାମାନଙ୍କ ଉପରେ ୧୦୦୦ କୋଟି ଟଙ୍କାର ଦୁର୍ନିତୀ କରିଥିବାର ଅଭିଯୋଗ ଆଣିଲା ବିଜେପି March 21, 2022 | 11:28 AM00