ଆସନ୍ତାକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୭ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ: ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ March 6, 2022 | 9:03 PM10
ଜୋର୍ ଧରିଛି ଅପରେସନ ଗଙ୍ଗା: ଦୁଇଟି ସ୍ୱତନ୍ତ୍ର ବିମାନରେ ଭାରତ ଫେରିଲେ ୩୯୩ ଛାତ୍ରଛାତ୍ରୀ March 6, 2022 | 12:39 PM00
ଭାରତ କୁ ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ନିବେଦନ: ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ କରନ୍ତୁ ଅପିଲ March 6, 2022 | 10:50 AM20
ଯୁଦ୍ଧପ୍ରବଣ ୟୁକ୍ରେନରୁ ଫେରୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା March 5, 2022 | 5:35 PM10
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭାରତ ଫେରିଲେଣି ୧୧ ହଜାରୁ ଅଧିକ ନାଗରିକ: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ March 5, 2022 | 11:36 AM10
ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ: ଗତ 24 ଘଣ୍ଟା ମଧ୍ୟରେ 5,921 ନୂଆ ସଂକ୍ରମିତ ଚିହ୍ନଟ March 5, 2022 | 11:18 AM10
ସାଧାରଣଲୋକଙ୍କୁ କରାଯିବନି ଟାର୍ଗେଟ: ୟୁକ୍ରେନ ଓ ରୁଷିଆ ପ୍ରତିନିଧି ମଣ୍ଡଳି ବୈଠକରେ ଉଭୟ ଦେଶର ମଞ୍ଜୁରୀ March 5, 2022 | 10:41 AM30
ଗୁଳିବର୍ଷା ପାଇଁ ବାଧାପ୍ରାପ୍ତ ହେଉଛି ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ: ଯୁଦ୍ଧବିରତି ପାଇଁ ରୁଷ ଓ ୟୁକ୍ରେନକୁ ଅନୁରୋଧ କଲା ଭାରତ March 5, 2022 | 10:37 AM00
ଦେଶୀ ବୋମା ତିଆରି ବେଳେ ଘଟିଲା ଅଘଟଣ: ବିହାର ଭାଗଲପୁରରେ ବିସ୍ଫୋରଣ ଘଟି ୩ ମହଲା ଘର ଭୁଷୁଡି ୫ ଜଣଙ୍କ ମୃତ୍ୟୁ March 4, 2022 | 11:47 AM20
ଏବେ ୟୁକ୍ରେନ ରେ ଫସିରହିଥିବା ଭାରତୀୟ ଛାତ୍ର ଛାତ୍ରୀଙ୍କୁ ନିରାପଦରେ ଫେରାଇ ଆଣିବା ମୋଦୀଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାମ ମାତ୍ର ସିଏ ଏବେ ୟୁ ପି ନିର୍ବାଚନ ରାଲିରେ ବ୍ୟସ୍ତ : ମମତା March 4, 2022 | 11:21 AM20
ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ SBI ର ଆକ୍ସନ; ରୁଷୀୟ କମ୍ପାନୀ ସହ ଆର୍ଥିକ ନେଣଦେଣ ବନ୍ଦ March 4, 2022 | 10:58 AM10
କ୍ୱାଡ ବୈଠକରେ ଭାରତ ପକ୍ଷରୁ ମତ ରଖିଲେ ପ୍ରଧାନମନ୍ତ୍ରୀ: ଯୁଦ୍ଧ ସମାପ୍ତ ପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ March 4, 2022 | 10:07 AM00