Jul 23 ରାୟଗଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୪କୁ ଟପିଲା, ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ July 23, 2021 | 5:31 PM00
Jul 23 ଯଦି ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ତେବେ ତାହା ସରକାରଙ୍କ ନିଷ୍ପତ୍ତି; ଗରିବ ଲୋକଙ୍କୁ ଘରଭଡା ଦେବାକୁ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ July 23, 2021 | 4:19 PM00
Jul 23 ମଧ୍ୟପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି, ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଅଧା ବେତନ ସହିତ ୫ ବର୍ଷ ପର୍ଯ୍ୟନ୍ତ କର୍ମଚାରୀମାନେ ନେଇ ପାରିବେ ଛୁଟି July 23, 2021 | 3:37 PM00
Jul 23 ୟୁଜି ସିଲାବସ୍ରେ ସାମିଲ ହେଲା ‘ବିପର୍ଯ୍ୟୟ ପରିଚାଳନା’: + ୩ର ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷ ପିଲାଙ୍କ ପାଇଁ ବାଧ୍ୟତାମୂଳକ July 23, 2021 | 3:19 PM00
Jul 23 ସାମ୍ନାକୁ ଆସିଲା ପୁଣି ନୂଆ ତଥ୍ୟ, ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଛନ୍ତି ରାଜ କୁନ୍ଦ୍ରା July 23, 2021 | 3:00 PM00
Jul 23 “ପ୍ରଶାନ୍ତ କିଶୋରଙ୍କ ସହ ମୋ ବୈଠକର ଜାସୁସି କରିଛନ୍ତି ମୋଦୀ ସରକାର ” : ମମତା ବାନାର୍ଜୀ July 23, 2021 | 2:54 PM00
Jul 23 ପେଗାସସ୍ ଫୋନ୍ ଟ୍ୟାପିଂ ମାମଲା, କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ କଡା ଭର୍ତ୍ସନା, କହିଲେ – ” ଦେଶଦ୍ରୋହ କାମ କରିଛନ୍ତି ମୋଦି-ଶାହ” July 23, 2021 | 2:50 PM00
Jul 23 ଦେଶର ପ୍ରଥମ ରାଜ୍ୟ ଭାବେ ପେଗାସସ୍ ସ୍ପାଇଓ୍ୱେରର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ଼ ସରକାର July 23, 2021 | 1:46 PM00
Jul 23 ଆଇଟି ମନ୍ତ୍ରୀଙ୍କ ପେଗାସସ୍ ବିବୃତ୍ତି ଚିରିବା ମାମଲା : ମୌସୁମୀ ଅଧିବେଶନରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ July 23, 2021 | 1:07 PM00
Jul 23 ପେଗାସସ୍ ଜାସୁସି ତାଲିକାରେ ଅନୀଲ ଅମ୍ବାନୀ,ତୋଗଡିଆ ଓ ପୂର୍ବ ସିବିଆଇ ଅଧିକାରୀ : ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଲାଣି ୧୨୮ ଜଣଙ୍କ ନାଁ July 23, 2021 | 12:29 PM00
Jul 23 କେନ୍ଦ୍ର ସରକାର କେବେ ବି ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ତଥ୍ୟ ମାଗି ନାହାନ୍ତି : ରାଜସ୍ଥାନ ଏବଂ ଛତିଶଗଡ July 23, 2021 | 11:32 AM00
Jul 23 ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ : ସଂସଦର ୫୪୦ ସାଂସଦଙ୍କ ମଧ୍ୟରୁ ୧୬୮ ଜଣଙ୍କର ୨ରୁ ଅଧିକ ସନ୍ତାନ , ୧୦୫ ହେଉଛନ୍ତି ଶାସକ ବିଜେପି ଦଳର July 23, 2021 | 11:27 AM00
Jul 23 ପେଗାସସ୍ ଟାର୍ଗେଟ ତାଲିକାରେ ଦଲାଇଲାମାଙ୍କ ପରାମର୍ଶଦାତା ସହିତ ଅନେକ ତିବ୍ଦତୀୟ ଅଧିକାରୀ : ରିପୋର୍ଟ July 23, 2021 | 8:19 AM00
Jul 23 ନ୍ୟାୟପାଳିକା ସବୁବେଳେ ରାଜନୈତିକ ଚାପ ଏବଂ ପ୍ରଭାବରୁ ମୁକ୍ତ ରହିବା ଦରକାର : ସୁପ୍ରିମକୋର୍ଟ July 23, 2021 | 8:18 AM00
Jul 23 ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଗୁଣ୍ଡା କହିଲେ ବିଜେପି ମନ୍ତ୍ରୀ ମୀନାକ୍ଷୀ ଲେଖି, କଡା ଜବାବ ଦେଲେ ରାକେଶ ଟିକାୟତ July 23, 2021 | 8:17 AM00
Jul 23 ରାଜ୍ୟସଭାରେ ହାଇଡ୍ରାମା : ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେଗାସସ୍ ବିବୃତି ଛଡ଼ାଇ ନେଇ ଚେରିଦେଲେ ଟିଏମସି ସାଂସଦ July 23, 2021 | 8:16 AM00