ବାଜି ମାରୁଛି ବିଜେଡି; ୫୩୫ଟି ଜିଲ୍ଲାପରିଷଦ ଆସନ ବିଜେଡି ଜିତିଥିବାବେଳେ ବିଜେପି ୩୮ ଓ କଂଗ୍ରେସ ୩୦ଟି ଆସନ ଜିତିଛି February 27, 2022 | 2:47 PM20
କୋରାପୁଟ ଜିଲ୍ଲାର ୧୪ ଟି ଜିଲ୍ଲାପରିଷଦ ଆସନରୁ ୮ଟିରେ ବିଜେଡି ଜିତିଥିବାବେଳେ ୫ଟିରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ February 27, 2022 | 12:54 PM00
ମୟୂରଭଞ୍ଜରେ ବିଜେଡିର ବଡ଼ ବିଜୟ; ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ଜିତିଲା ବିଜେଡି February 27, 2022 | 12:30 PM20
ବାଲେଶ୍ୱର ଜିଲ୍ଲାର ୧୧ଟି ଜୋନରେ ବିଜେଡି ବାଜି ମାରିଥିବାବେଳେ ୨ ଟି ଜୋନରେ ଜିତିଛି ବିଜେପି February 27, 2022 | 12:15 PM50
୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦ ଫଳାଫଳ ଘୋଷିତ; ସେପଟେ ୨୩୦ ଆସନରେ ବାଜି ମାରିଛି ବିଜେଡି February 27, 2022 | 11:55 AM10
ଢ଼େଙ୍କାନାଳ ଜିଲ୍ଲାର ୮ ଜିଲ୍ଲା ପରିଷଦ ଆସନରୁ ୭ଟିରେ ବାଜି ମାରିଛି ବିଜେଡି; ଗୋଟିଏରେ ବିଜେପି February 27, 2022 | 11:37 AM20
କନ୍ଧମାଳ ଜିଲ୍ଲାର ୯ଟି ଆସନରେ ବିଜେଡି ଜିତିଥିବାବେଳେ ଦୁଇଟିରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ February 27, 2022 | 11:20 AM20
ନଗଡ଼ା ଓ ଲାଞ୍ଜିଗଡ ରେ ୮୦% ମତଦାନ ପଛର କାରଣ ସଡ଼କ, ଏବେବି ୪ ହଜାର ରୁ ଅଧିକ ଗାଁକୁ ନାହିଁ ରାସ୍ତା February 23, 2022 | 6:04 PM50