ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତର କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡିବା ଘଟଣା: ତଦନ୍ତ ଶେଷ, ଏକାଧିକ ବାୟୁସେନା ଅଧିକାରୀ ଦାୟୀ: ଭାଇସ୍ ଏୟାର ମାର୍ସାଲ୍ ଆର.କେ ସିହ୍ନା April 10, 2022 | 8:49 PM20
ବର୍ଦ୍ଧିତ ତେଲ ଦରକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀକୁ ବିମାନ ଭିତରେ ଘେରିଲେ ଜଣେ କଂଗ୍ରେସ ନେତ୍ରୀ: ଭିଡ଼ିଓ ଭାଇରାଲ April 10, 2022 | 7:46 PM20
ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲା ସୁଖତବା ନଦୀ ଉପରେ ଅଘଟଣ: ଭୁସୁଡ଼ିଲା ବ୍ରିଟିଶ ଅମଳର ପୋଲ April 10, 2022 | 7:17 PM10
୨୪ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଏପ୍ରିଲ ୧୧ରେ ନୂଆ ମନ୍ତ୍ରୀ ପରିଷଦର ହେବ ଗଠନ April 10, 2022 | 7:06 PM40
ସୋସିଆଲ ମିଡିଆରେ ଜୟ ଶ୍ରୀରାମ ଲେଖିବାକୁ କେନ୍ଦ୍ର କରି ଜଣେ ମୁସଲିମ ଯୁବକ ଓ ତାଙ୍କ ପରିବାରର ଅନ୍ୟମାନଙ୍କୁ ନିସ୍ତୁକ ମାଡ଼ April 10, 2022 | 11:18 AM00
ପଞ୍ଜାବ କଂଗ୍ରେସ ରାଜ୍ୟ ସଗଂଠନରେ ବଡ଼ ପରିବର୍ତ୍ତନ : ଅମରିନ୍ଦର ହେଲେ ପଂଜାବ କଂଗ୍ରେସର ସଭାପତି, ପ୍ରତାପ ସିଂ ବାଜୱା ବିଧାୟକ ଦଳ ନେତା April 10, 2022 | 11:07 AM20
ଆସନ୍ତାକାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍: ଟୀକା ପାଇଁ ଦେବାକୁ ପଡିବ ଟଙ୍କା, ଜାଣନ୍ତୁ କେତେ ? April 9, 2022 | 2:37 PM30
ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଘରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ April 9, 2022 | 2:21 PM10
ଫାଇଲ୍ ପାସ କରିବା ପାଇଁ ମୋ ପାଖକୁ ଆସିଥିଲା ୧୫୦ କୋଟି ଟଙ୍କାର ଅଫର: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକ April 9, 2022 | 1:06 PM20
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲ୍ହା ସୟିଦକୁ ଆତଙ୍କବାଦୀ ଘୋଷଣା କଲା ଭାରତ April 9, 2022 | 11:29 AM20
ଭାରତକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କ ପ୍ରଶଂସାକୁ ନେଇ ମୁସ୍ଲିମ୍ ଲିଗ୍ ନେତା ମରିୟମ୍ ନୱାଜ ସରିଫ୍ ଙ୍କ ଟାର୍ଗେଟ: ପାକିସ୍ତାନ ଛାଡ଼ି ଭାରତକୁ ପଳାନ୍ତୁ April 9, 2022 | 10:05 AM10
ଆଶାରାମ ବାପୁଙ୍କ ଆଶ୍ରମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର: ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ April 8, 2022 | 3:33 PM00
୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା: ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ April 8, 2022 | 3:26 PM00