Jun 30 କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅନ୍ତୁ କେନ୍ଦ୍ର ସରକାର , ୬ ସପ୍ତାହ ମଧ୍ୟରେ ଗାଇଡଲାଇନ ଜାରି କରୁ NDMA : ସୁପ୍ରିମକୋର୍ଟ June 30, 2021 | 12:40 PM00
Jun 30 ଆଜି ଅପରାହ୍ନରେ କୋଭିଡ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ : ଜୁଲାଇ ଗାଇଡଲାଇନ ନେଇ ଦେବେ ସୂଚନା June 30, 2021 | 11:41 AM00
Jun 30 ଏଣିକି ଟୀକା ନିର୍ମାତା କଂପାନୀ ଠାରୁ ସିଧାସଳଖ ଟିକା କିଣି ପାରିବେ ନାହିଁ ଘରୋଇ ହସ୍ପିଟାଲ June 30, 2021 | 11:41 AM00
Jun 30 ଶରଦ ପାୱାରଙ୍କ ସହ ସ୍ବର ମିଶାଇଲେ ତେଜସ୍ବୀ ଯାଦବ – ” କଂଗ୍ରେସ ବିନା ବିରୋଧୀ ମେଣ୍ଟ କଳ୍ପନା ଅସମ୍ଭବ “ June 30, 2021 | 11:40 AM00
Jun 30 ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲା : କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ June 30, 2021 | 10:02 AM00
Jun 30 ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ଯାଞ୍ଚ ପାଇଁ ଆସିଥିବା ଏନଏଚଆରସି ଟିମ ଉପରେ ଆକ୍ରମଣ June 30, 2021 | 10:00 AM00
Jun 29 ବହୁତ୍ ଲୋକଙ୍କୁ ପ୍ରଧାନମନ୍ତ୍ରୀ କରାଇବାର ସ୍ବପ୍ନ ଦେଖାନ୍ତି ପ୍ରଶାନ୍ତ କିଶୋର : ଜେଡିୟୁ June 29, 2021 | 10:09 PM00
Jun 29 ବଢୁଛି ପଞ୍ଜାବ କଂଗ୍ରେସ ଘମାସାନ୍ : ” ସିଦ୍ଧୁଙ୍କ ସହ କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଲେ ରାହୁଲ ଗାନ୍ଧୀ “ June 29, 2021 | 8:27 PM00
Jun 29 ୨୯ ବର୍ଷ ପରେ ମିଳିଲା ନ୍ୟାୟ : ୮୮ ବର୍ଷିୟ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଘରକୁ ଯାଇ ଅବସରକାଳୀନ ପ୍ରାପ୍ୟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ June 29, 2021 | 4:40 PM00
Jun 29 ସରକାରୀ ଚାକିରିରେ ଭିନ୍ନକ୍ଷମଙ୍କ ପଦୋନ୍ନତି ପାଇଁ ଆରକ୍ଷଣ ବ୍ୟବସ୍ଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ June 29, 2021 | 3:38 PM00
Jun 29 ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ଦିଲ୍ଲୀ ଫର୍ମୁଲା : ଆପ୍ କ୍ଷମତାକୁ ଆସିଲେ ୩୦୦ ୟୁନିଟ୍ ମାଗଣା ବିଜୁଳି, ବକେୟା ବିଲ୍ ଛାଡ୍ June 29, 2021 | 3:35 PM00
Jun 29 ଭାରତର ଭୁଲ୍ ମାନଚିତ୍ର ଦେଖାଇ ଅଡୁଆରେ ଟ୍ବିଟର : ଏମଡି ମନୀଷ ମହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ June 29, 2021 | 3:32 PM00
Jun 29 କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ : ଜୁଲାଇ ୩୧ ସୁଦ୍ଧା ଲାଗୁ କର ‘ୱାନ୍ ନେସନ୍ , ୱାନ୍ ରାସନ କାର୍ଡ’ June 29, 2021 | 3:29 PM00
Jun 29 ମାଟ୍ରିକ୍ ମୂଲ୍ୟାୟନ ଦ୍ବନ୍ଦ୍ବକୁ ନେଇ ସ୍ପଷ୍ଟୀକରଣ ରଖିଲା ବୋର୍ଡ: ତ୍ରୁଟିକୁ ଅସ୍ବୀକାର, ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଦେଇପାରିବେ ଅଫଲାଇନ ପରୀକ୍ଷା June 29, 2021 | 3:26 PM00
Jun 29 ମହାରାଷ୍ଟ୍ରର ଠାଣେରେ ୧୫ ମିନିଟରେ ମହିଳାଙ୍କୁ ଦିଆଗଲା ତିନି ଡୋଜ୍ କୋଭିଡ୍ ଭ୍ୟାକସିନ ! June 29, 2021 | 3:24 PM00
Jun 29 ରାମନାଥ କୋବିନ୍ଦ କହିଲେ – ‘ ମୁଁ ୫ ଲକ୍ଷ ଟଙ୍କା ବେତନରେ ୨.୭୫ ଲକ୍ଷ ଟଙ୍କାର ଟିକସ ଦେଉଛି’, ଲୋକେ ପଚାରିଲେ – “ରାଷ୍ଟ୍ରପତିଙ୍କୁ ତ ଟିକସ ଛାଡ କରାଯାଇଛି ? “ June 29, 2021 | 3:21 PM00
Jun 29 ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରେ ମାମଲା ରୁଜୁ : ଜୁଲାଇ ୩ ରେ ଶୁଣାଣି June 29, 2021 | 11:10 AM00