Apr 14 ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା; ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ April 14, 2022 | 5:25 PM00
Apr 14 କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ; ପିସିସି ସଭାପତି ପରିବର୍ତ୍ତନ କରିବାର ସମୟ ଆସିଯାଇଛି: ତାରା ବାହାନୀପତି April 14, 2022 | 5:09 PM00
Apr 14 ଦରଦାମ ଏବଂ ବେକାରୀ ସମସ୍ୟା ବିଷୟରେ ମଧ୍ୟ ଆରଏସଏସ ମୁଖ୍ୟ କେବେ କୁହନ୍ତୁ; ମୋହନ ଭାଗବତଙ୍କ ବିବୃତ୍ତି ପରେ ସୋସିଆଲ ମିଡିଆରେ ଏପରି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଲୋକେ April 14, 2022 | 5:01 PM00
Apr 14 ମହିଳା ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ ଯଦି ଜଣେ ବି ମହିଳାଙ୍କ ପ୍ରତି ଅପରାଧ ଘଟେ, ତାହାଲେ ଏହା ଲଜ୍ଜାଜନକ: ଟିଏମସି ସାଂସଦ ସୌଗତ ରାୟ April 14, 2022 | 4:43 PM00
Apr 14 କେବଳ ଦିଲ୍ଲୀ ନୁହେଁ ବରଂ ଯଦି ଆବଶ୍ୟକ ପଡ଼େ ତାହାଲେ ମୋ ଅଧିକାରୀମାନଙ୍କୁ ତାଲିମ ଦେବା ପାଇଁ ଇସ୍ରାଏଲ ମଧ୍ୟ ପଠାଇବି: ଭଗୱନ୍ତ ମାନ April 14, 2022 | 4:30 PM00
Apr 14 ଆକ୍ସନ ମୋଡ଼ରେ ଗେହଲୋଟ ସରକାର; ହିଂସାକାଣ୍ଡ ପରେ କରୌଲି ଜିଲ୍ଲାର କଲେକ୍ଟରଙ୍କ ସମେତ ୬୯ ଜଣ ଅଧିକାରୀଙ୍କୁ କଲେ ଅଦଳବଦଳ April 14, 2022 | 4:01 PM00
Apr 14 ମୁସଲମାନମାନଙ୍କୁ ଶାନ୍ତି ଏବଂ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ: ବିଏସ ୟେଦୁରପ୍ପା April 14, 2022 | 3:49 PM00
Apr 14 କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା; ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିବାରୁ କଂଗ୍ରେସ ନେତା ଡିକେ ଶିବକୁମାର ଓ ସିଦ୍ଧରମୈୟାଙ୍କୁ ହେପାଜତକୁ ନେଲା ପୁଲିସ April 14, 2022 | 3:33 PM00
Apr 14 ଅଖଣ୍ଡ ଭାରତର ସ୍ୱପ୍ନ ଦେଖିବା ପୂର୍ବରୁ ପ୍ରଥମେ ପିଓକେକୁ ଭାରତରେ ସଂଯୋଗ କର: ସଞ୍ଜୟ ରାଉତ April 14, 2022 | 2:58 PM00
Apr 14 ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା; ସ୍କୁଲରୁ ଘରକୁ ଫେରୁଥିବା ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଅପହରଣ କରି ଦୀର୍ଘ ସାତ ଦିନ ଧରି କଲେ ଗଣଦୁଷ୍କର୍ମ April 14, 2022 | 2:01 PM00
Apr 14 ମୁଁ କ୍ଷମତାରେ ଥିବାବେଳେ ବିପଜ୍ଜନକ ନଥିଲି ହେଲେ ବର୍ତ୍ତମାନ ହେବି: ଇମ୍ରାନ ଖାନ April 14, 2022 | 1:36 PM00
Apr 14 ରୋଜା ଖୋଲିବା ସମୟରେ ହଠାତ କିଛି ଲୋକ ଆସି ଜୟ ଶ୍ରୀରାମ କହିବାକୁ କହିଥିଲେ ଏବଂ ଘର ଭାଙ୍ଗିବା ଆରମ୍ଭ କରିଥିଲେ; ଏପରି ଅଭିଯୋଗ କରି ଭାଇରାଲ ହେବାରେ ଲାଗିଛନ୍ତି ମୁସଲମାନ ଯୁବକ April 14, 2022 | 1:05 PM00
Apr 14 କଂଗ୍ରେସରେ ମୋର ବର୍ତ୍ତମାନର ସ୍ଥିତି ନବ ବିବାହିତ ବରଙ୍କ ପରି: ହାର୍ଦ୍ଦିକ ପଟେଲ April 14, 2022 | 12:25 PM00
Apr 14 ତାମିଲନାଡ଼ୁର ଜନତାଙ୍କ ଉପରେ ନା ଆମେ ହିନ୍ଦି ଥାପିବାକୁ ଦେବୁ ନା ସ୍ୱୀକାର କରିବୁ: ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ April 14, 2022 | 10:46 AM00