ବିଜେପିର ଗଡ଼ କୁହାଯାଉଥିବା ପଶ୍ଚିମଓଡ଼ିଶାରେ କାହିଁକି ଫେଲ ମାରିଲା ବିଜେପି? ଏହାର ଉତ୍ତରରଖି ଏପରି କହିଲେ ବିଜେଡି ନେତା.. February 27, 2022 | 3:55 PM00
କୋରାପୁଟରେ କଂଗ୍ରେସ ଆଗୁଆ; କଂଗ୍ରେସ ୬ଟି ଜୋନରେ ଆଗୁଆ ରହିଥିବାବେଳେ ବିଜେଡି ୪ଟିରେ ରହିଛି February 27, 2022 | 3:49 PM30
ଗଣତିର ଦ୍ୱିତୀୟ ଦିନରେ ଗଜପତିରେ ୫ଟି ଜୋନରେ ବିଜେଡି ଆଗୁଆ ରହିଥିବାବେଳେ ଗୋଟିଏରେ କଂଗ୍ରେସ ରହିଛି February 27, 2022 | 3:29 PM40
ବାଜି ମାରୁଛି ବିଜେଡି; ୫୩୫ଟି ଜିଲ୍ଲାପରିଷଦ ଆସନ ବିଜେଡି ଜିତିଥିବାବେଳେ ବିଜେପି ୩୮ ଓ କଂଗ୍ରେସ ୩୦ଟି ଆସନ ଜିତିଛି February 27, 2022 | 2:47 PM20
ଫେଲ ମାରିଲା ସର୍ବଦଳୀୟ ରାଜନୀତି; କୋଟିଆରେ ବାଜି ମାରିଲେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ February 27, 2022 | 1:41 PM10
କୋରାପୁଟ ଜିଲ୍ଲାର ୧୪ ଟି ଜିଲ୍ଲାପରିଷଦ ଆସନରୁ ୮ଟିରେ ବିଜେଡି ଜିତିଥିବାବେଳେ ୫ଟିରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ February 27, 2022 | 12:54 PM00
ମୟୂରଭଞ୍ଜରେ ବିଜେଡିର ବଡ଼ ବିଜୟ; ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ଜିତିଲା ବିଜେଡି February 27, 2022 | 12:30 PM20
ବାଲେଶ୍ୱର ଜିଲ୍ଲାର ୧୧ଟି ଜୋନରେ ବିଜେଡି ବାଜି ମାରିଥିବାବେଳେ ୨ ଟି ଜୋନରେ ଜିତିଛି ବିଜେପି February 27, 2022 | 12:15 PM50
୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦ ଫଳାଫଳ ଘୋଷିତ; ସେପଟେ ୨୩୦ ଆସନରେ ବାଜି ମାରିଛି ବିଜେଡି February 27, 2022 | 11:55 AM10
ଢ଼େଙ୍କାନାଳ ଜିଲ୍ଲାର ୮ ଜିଲ୍ଲା ପରିଷଦ ଆସନରୁ ୭ଟିରେ ବାଜି ମାରିଛି ବିଜେଡି; ଗୋଟିଏରେ ବିଜେପି February 27, 2022 | 11:37 AM20
କନ୍ଧମାଳ ଜିଲ୍ଲାର ୯ଟି ଆସନରେ ବିଜେଡି ଜିତିଥିବାବେଳେ ଦୁଇଟିରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ February 27, 2022 | 11:20 AM20